ଜାତୀୟ

ଜାତୀୟତାଜା ଖବରରାଜ୍ୟ

ୟୁନିଟ ପିଚ୍ଛା ୧୪ ପଇସା ବଢ଼ିବ ବିଦ୍ୟୁତ୍ ଟାରିଫ୍ ବୃଦ୍ଧି ପାଇଁ ଓଏଚ୍ପିସିର ଆବେଦନ

ଖୁବଶୀଘ୍ର ବଢ଼ିପାରେ ବିଦ୍ୟୁତ୍‌ ଟାରିଫ୍ । ଏନେଇ ଓଏଚ୍‌ପିସି ପକ୍ଷରୁ ଆବେଦନ କରାଯାଇଥିବା ଜଣାପଡ଼ିଛି।  ଚଳିତ ଆର୍ଥିକବର୍ଷ ୨୦୨୬-୨୭ ପାଇଁ  ଓ଼ଡ଼ିଶା ବିଦ୍ୟୁତ୍ ନିୟାମିକ ଆୟୋଗ(ଓଇଆର୍‌ସି) ଅନୁମୋଦନ କରିଥିବା

Read More
ଜାତୀୟତାଜା ଖବର

ମୋଦୀଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ନୂଆ ଦିଗ ଦେଇଛି: ମୁଖ୍ୟମନ୍ତ୍ରୀ

କେନ୍ଦ୍ରରେ ବିଜେପି ସରକାରକୁ ୧୨ ବର୍ଷ ପୂରଣ ହୋଇଥିବାବେଳେ ରାଜ୍ୟରେ ୨ ବର୍ଷ ପୂରଣ ହୋଇ ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ସାମ୍ବାଦିକ ସମ୍ମିଳନୀ ବା ମିଡିଆ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି।

Read More
ଜାତୀୟତାଜା ଖବର

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର() ଆଜି ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରି ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଲୋକଙ୍କ ସରକାର’ର ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବା ବେଳେ

Read More
ଜାତୀୟତାଜା ଖବର

ମମତାଙ୍କ କାଳିଘାଟ କାର୍ଯ୍ୟାଳୟରେ ସିଆଇଡି ଟିମ୍

ପଶ୍ଚିମବଙ୍ଗରେ ଟିଏମସି କ୍ଷମତା ହରାଇବା ପରେ ମମତା ବାନାର୍ଜୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। କେତେବେଳେ ଦଳୀୟ ନେତା ତାଙ୍କୁ ଧୋକା ଦେଉଛନ୍ତି କେତେବେଳେ ପୁଣି ଏକାଧୀକ ବିଦ୍ରୋହୀ ନେତା

Read More
ଜାତୀୟତାଜା ଖବରରାଜ୍ୟ

ଦିଲ୍ଲୀ ହସ୍ପିଟାଲରେ ₹୬୫୦ର କୋଟି ଘୋଟାଲା

ଦିଲ୍ଲୀର ସରକାରୀ ହସ୍ପିଟାଲରେ ଔଷଧ ଏବଂ ଚିକିତ୍ସା ଉପକରଣ କ୍ରୟରେ ₹୬୫୦ କୋଟିରୁ ଅଧିକ ମୂଲ୍ୟର ଘୋଟାଲା ହୋଇଥିବା ସାମ୍ନାକୁ ଆସିଛି। ସରକାରୀ ହସ୍ପିଟାଲ ପାଇଁ ଔଷଧ, ଚିକିତ୍ସା ଉପକରଣ, ରୋଗୀଙ୍କ ବେଡ୍ ସିଟ୍, ଏକ୍ସ-ରେ ମେସିନ୍ ଏବଂ ଆନାସ୍ଥେସିଆ ସମ୍ବନ୍ଧୀୟ ଉପକରଣ କ୍ରୟରେ ବଡ଼ ଧରଣର ଅନିୟମିତତା ହୋଇଥିବା ଜଣାପଡ଼ିଛି। ଆଣ୍ଟି କରପସନ ବ୍ୟୁରୋ-ଏସିବି ଏବେ ଏହି ଘଟଣାର ତଦନ୍ତ କରୁଛି।

Read More
ଜାତୀୟତାଜା ଖବର

କମ୍ବିଂ ଅପରେସନବଳେ ପାଲିସର ସଫଳତା ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

ଜିଲ୍ଲାର କିଟିମିଟି ଓ କଟୁଆପଦର ଜଙ୍ଗଲ ଅଞ୍ଚଳରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ।  ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ରହିଛି।

Read More
ଜାତୀୟତାଜା ଖବର

୨ ଦେଶୀ ବନ୍ଧୁକ ଜବତ: ୬ ଗିରଫ

ବାମରା ଡିଭିଜନ ବଡ଼ରମା ରେଞ୍ଜ ଅନ୍ତର୍ଗତ ଉଡୁସିଂ ବିଟରେ ବନ୍ଧୁକ କାରବାର କରିବା ଅଭିଯୋଗରେ େପାଲିସ  ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ େହଲେ ଉଡୁସିଂ ଗ୍ରାମର ଅରୁଣ ମାଝୀ , ଅଭୟ ମାଝୀ, ଗଣେଶ ପଟ୍ଟା, ସୁରେନ୍ଦ୍ର ପଧାନ, କୁବେର ଖଣ୍ଡା ଓ ଲାଇଝାର ଗ୍ରାମର ମନୋଜ କୁଅର। ସେମାନଙ୍କ ନିକଟରୁ ୨ ଦେଶୀ ବନ୍ଧୁକ ଜବତ ହୋଇଛି।

Read More
ଜାତୀୟତାଜା ଖବର

ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା

ଏଣିକ ମିଶନ ଶକ୍ତି ମହିଳାଙ୍କୁ ଟ୍ରେନିଂ ଦେବେ IIT ପ୍ରଫେସର। ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା। ସେମାନଙ୍କୁ ଟ୍ରେନିଂ ଦେବ ଆଇଆଇଟି ପ୍ରଫେସର। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।

Read More
ଜାତୀୟତାଜା ଖବର

ଗୁଣିଗାରେଡ଼ି ସନ୍ଦେହରେ ମା’ ଓ ଝିଅକୁ ହତ୍ୟା

ସମ୍ବଲପୁର ଶାସନ ଥାନା ଗିରିପାଲିରେ ଘରେ ଶୋଇଥିବାବେଳେ ମା’ ଓ ଝିଅକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଶୋଇଥିବା ଅବସ୍ଥାରେ କେହି ଟାଙ୍ଗିଆ ହାଣି ହତ୍ୟା କରାଯାଇଥିବା କୁହାଯାଉଛି।

Read More
ଜାତୀୟତାଜା ଖବର

ଜୁନ୍ ୧୦ରେ ବିଜେଡିର ବୈଠକ, ସବୁ ନେତାଙ୍କୁ ଉପସ୍ଥିତ ପାଇଁ ନିର୍ଦ୍ଦେଶ

ଧିରେ ଧିରେ ବିଜେଡିରୁ ଦୂରେଇ ଯାଉଛନ୍ତି ବରିଷ୍ଠ ନେତା। ଏନେଇ ବିଜେଡି ଶିବିରରେ ହଡ଼କମ୍ପ ସୃଷ୍ଟି ହୋଇଥିବାବେଳେ ଦଳ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି। ଆସନ୍ତା ଜୁନ ୧୦ ତାରିଖରେ ବସିବ ବିଜୁ ଜନତା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକର ଅଧ୍ୟକ୍ଷତା କରିବେ। ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା

Read More