ଜାତୀୟ

ଜାତୀୟତାଜା ଖବର

ଅଟୋକୁ ପଛରୁ ଧକ୍କା ଦେଲା ସଫାରୀ,ବାପା-ଝିଅ ମୃତ

ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଶଙ୍କର ମଠ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ଅଟୋକୁ ପଛରୁ ଆସୁଥିବା ସଫାରୀ ଗାଡି ପିଟି ଓଲଟି ପଡ଼ି ବନ୍ଧ ଭିତରେ ଖସି ପଡିଥିଲା। ଫଳରେ ଦୁର୍ଘଟଣାରେ ବାପ ଓ ଝିଅଙ୍କ ମୃତ୍ୟୁ ହୋଇଛି ।

Read More
ଜାତୀୟତାଜା ଖବର

ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ହିଟ୍ୱେଭ୍

ଗରମଦିନେ ବଢୁଥିବା ହିଟ୍ୱେଭ୍ କେବଳ ଶାରୀରିକ କ୍ଷତି କରି ନଥାଏ, ବରଂ ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିଥାଏ । ଫଳରେ ଅଫିସ ବା ଘରଠାରୁ ବାହାରେ କାମ କରୁଥିବା ବ୍ୟକ୍ତିଙ୍କ ଭିତରେ ଚିଡି ଚିଡଡାପଣ ବଢିଯାଇଥାଏ । ଗରମ ଋତୁର ନାଁ ଧରିଲେ ପ୍ରଥମେ ଅତ୍ୟଧିକ ଝାଳ, ଜଳଶୁଷ୍କତା ଓ ଥକ୍କାପଣ ବା ଲୁ କଥା ମନକୁ ଆସିଥାଏ ।

Read More
ଜାତୀୟତାଜା ଖବର

ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକ ମୃତ !

ଭୁଲ ଇଞ୍ଜେକ୍ସନ ପାଇଁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବାହାବଳ ପଞ୍ଚାୟତ ମାଲପଡା ଗାଁରେ ଜଣେ ନାବାଳକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲେ ବିକାଶ ବନଛୋର। ବିକାଶଙ୍କ ବାପା ମା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେ ଜେଜେବାପା, ଜେଜେମା ପାଖରେ ରହୁଥିଲେ।

Read More
ଜାତୀୟତାଜା ଖବର

ଗୋଟିଏ ଟ୍ରାକରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା

ଭୁବନେଶ୍ୱର ଝାରପଡ଼ା ବ୍ରିଜ୍ ନିକଟରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି। ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ସଫେଇ ପାଇଁ ଯାଉଥିବା ଟ୍ରେନ୍ ସହ ଯାତ୍ରୀବାହୀ ଟ୍ରେନ ଧକ୍କା ହୋଇଛି। ଗୋଟିଏ ଟ୍ରେନ ଭୁବନେଶ୍ବରରୁ ମଞ୍ଚେଶ୍ବର ଯାଉଥିଲା। ଅନ୍ୟଟି ମଞ୍ଚେଶ୍ବରରୁ ଭୁବନେଶ୍ବର ଆସୁଥିଲା। ଏହି ସମୟରେ ଝାରପଡ଼ା ବ୍ରିଜ୍ ନିକଟରେ ବଡ଼ ଅଘଟଣ ଘଟିଛି।

Read More
ଜାତୀୟତାଜା ଖବର

ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ନେଇ ଆଇନ ଶୃଙ୍ଖଳା ସ୍ଥିତିକୁ ବିଶେଷ ଧ୍ୟାନ ଦିଆଯାଉଛି।

Read More
ଜାତୀୟତାଜା ଖବର

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ ଜିଲ୍ଲାପାଳ ଅଫିସ ଘେରିଲେ ମହିଳା

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ଶତାଧିକ ମହିଳା। ଯାଜପୁର ବ୍ଲକ ଆଙ୍କୋଲୀ ମୌଜାରେ ଜଜାତୀକେଶରୀ ମେଡିକାଲ କଲେଜରେ ହୋମିୟପାଥି ଚିକିତ୍ସାଳୟ ରହିଛି।

Read More
ଜାତୀୟତାଜା ଖବର

ଷ୍ଟାଫ ନର୍ସ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଖୁବଶୀଘ୍ର ବ୍ଲାକ ଲିଷ୍ଟେଡ ହେବ ନିଯୁକ୍ତି କମ୍ପାନୀ: ମନ୍ତ୍ରୀ

ଅନୁଗୁଳ ଜିଲ୍ଲାରେ ଷ୍ଟାଫ ନର୍ସ ନିଯୁକ୍ତିରେ ବ୍ୟାପକ କେଳେଙ୍କାରୀ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଏ ସବୁ ନିଯୁକ୍ତି ୨୦୨୨ -୨୩ ମସିହାର।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ଜାପାନ ପରେ ଭାରତ ଆମ୍ବରେ କଟକଣା ଲଗାଇଲା ନେପାଳ

ଭାରତରୁ ଆମଦାନୀ ହେଉଥିବା ଆମ୍ବ ଉପରେ କଟକଣା ଲଗାଇଛି ପଡ଼ୋଶୀ ନେପାଳ। ଜାପାନ ପରେ ଏବେ ନେପାଳ ଏହି କଟକଣା ଲଗାଇଛି। ଭାରତୀୟ ଆମ୍ବରେ ଅତ୍ୟଧିକ ପରିମାଣର କୀଟନାଶକ ରହିଥିବା

Read More
ଜାତୀୟତାଜା ଖବର

ତାସ ଘର ଭଳି ଭାଙ୍ଗୁଛି ଟିଏମସି !

ଯେମିତି ନିର୍ବାଚନ ସରିଲା, ଆଉ ଫଳାଫଳ ଦେଖି ମୁହଁ ମୋଡ଼ିଲେ ନିଜ ଘର ଲୋକେ। ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ, ତାସ ଘର ପରି ଭାଙ୍ଗି ପଡୁଛି ଟିଏମସି। ନିର୍ବାଚନରେ ଟିଏମସି ମୁଖ୍ୟ ମମତାଙ୍କ ପରାସ୍ତ ଏମାନଙ୍କୁ ଦୁଃଖ କରିବା ପରିବର୍ତ୍ତେ ଯେମିତି ଦଳ ଡିଆଁ କରିବାକୁ ବାଟ କଡ଼ାଇଛି।

Read More