ମୁସଲିମ ଦେଶଙ୍କ ପାଇଁ ନୂଆ ସମସ୍ୟା ଆବ୍ରାହାମ ଚୁକ୍ତି ଉପରେ ଟ୍ରମ୍ପଙ୍କ ନଜର
ଦୀର୍ଘ ୩ ମାସ ଧରି ଲାଗି ରହିଥିବା ଇରାନ ଏବଂ ଆମେରିକା ଯୁଦ୍ଧ ଏବେ ଶେଷ ହେବାକୁ ଯାଉଛି। ଉଭୟ ଦେଶ ଏବେ ଏକ ଚୁକ୍ତି ଚୂଡ଼ାନ୍ତ କରିବାକୁ ଯାଉଛନ୍ତି। ଏହି ନିଷ୍ପତ୍ତିରେ ସମଗ୍ର ବିଶ୍ୱ ଆଶ୍ୱସ୍ତିର ନିଶ୍ୱାସ ନେଇଥିବାବେଳେ, ମୁସଲିମ ଦେଶଗୁଡ଼ିକ ପାଇଁ ଏକ ନୂତନ ସମସ୍ୟା ସୃଷ୍ଟି ହେବାକୁ ଯାଉଛି।
Read More