୩ ଏଆଇଏଡିଏମକେ ବିଧାୟକଙ୍କ ଇସ୍ତଫା
ଏଆଇଏଡିଏମକେ କନ୍ଦଳ ଦେଖାଯାଇଛି। ବିଧାନସଭାରୁ ଇସ୍ତଫା ଦେଲେ ୩ ଜଣ ଏଆଇଏଡିଏମକେ ବିଧାୟକ। ଇସ୍ତଫା ପତ୍ର ଗ୍ରହଣ କଲେ ତାମିଲନାଡୁ ବିଧାନସଭା ବାଚସ୍ପତି। ତେବେ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେରେ ସାମିଲ ହୋଇଥିବା ଜଣାପଡ଼ିଛି।
Read Moreଏଆଇଏଡିଏମକେ କନ୍ଦଳ ଦେଖାଯାଇଛି। ବିଧାନସଭାରୁ ଇସ୍ତଫା ଦେଲେ ୩ ଜଣ ଏଆଇଏଡିଏମକେ ବିଧାୟକ। ଇସ୍ତଫା ପତ୍ର ଗ୍ରହଣ କଲେ ତାମିଲନାଡୁ ବିଧାନସଭା ବାଚସ୍ପତି। ତେବେ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେରେ ସାମିଲ ହୋଇଥିବା ଜଣାପଡ଼ିଛି।
Read More୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ପଦ୍ମ ବିଭୂଷଣ ସମ୍ମାନରେ ୨ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ମରଣୋତ୍ତର ଭାବରେ ଅଭିନେତା ଧର୍ମେନ୍ଦ୍ରଙ୍କୁ ପ୍ରଦାନ କରିଥିବାବେଳେ, ତାଙ୍କ ପତ୍ନୀ ହେମା ମାଳିନୀ ପୁରସ୍କାର ଗ୍ରହଣ କରିଥିଲେ। ବେହେଲିନ୍ ବାଦକ ଏନ. ରାଜମଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା।
Read Moreପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି ବୋଲି କହିଛନ୍ତି ରାଜ୍ୟ ସଭା ଦେବାଶିଷ ସାମନ୍ତରାୟ। ବିଜେଡିରୁ ଇସ୍ତଫା ଦେବା ପରେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ଦେବାଶିଷ। ବର୍ଷେ ହେଲାଣି ନବୀନ ବାବୁଙ୍କୁ ମୋତେ ଦେଖା କରାଇ ଦେଲେ ନାହିଁ।
Read Moreହେବିୱେଟ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିଜୁ ଜନତା ଦଳରୁ ଆଜି ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ବିଜେଡ଼ି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଦେବାଶିଷ ସାମନ୍ତରାୟ କଟକର ଜଣେ ହେଭି ୱେଟ ବିଜେଡି ନେତା, ଯିଏ ପୂର୍ବରୁ ୩ ଥର ବିଧାୟକ ଏବଂ ସାଂସଦ ହୋଇଛନ୍ତି। ଦେବାଶିଷ ନିଜ ଇସ୍ତଫା ପତ୍ରକୁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଛାଡ଼ିଛନ୍ତି।
Read Moreନିଟ୍ -ୟୁଜି ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମିତତା ମାମଲାରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)କୁ ତୀବ୍ର ଭର୍ତ୍ସନା କରିଛନ୍ତି। ପରୀକ୍ଷା ପରିଚାଳନାରେ ହୋଇଥିବା ତ୍ରୁଟି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳାଯାଇଥିବାରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି। ଏହି ମାମଲାରେ କେନ୍ଦ୍ରକୁ ମଧ୍ୟ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି।
Read More୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଙ୍ଗଠନିକ ମନ୍ତ୍ରୀ ମନସ ମହାନ୍ତି ପ୍ରମୁଖ ଦିଲ୍ଲୀ ଯାଇଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃମନ୍ତ୍ରୀ ଅମିତ, ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ରାଷ୍ଟ୍ରୀୟ ବିଜେପି ସାଙ୍ଗଠନିକ ଅଧ୍ୟକ୍ଷ , ଓଡ଼ିଶା ପ୍ରଭାରୀ ବିଜୟ ପାଲସିଂହ ତୋମାର ପ୍ରମୁଖଙ୍କୁ ଭେଟି ରାଜ୍ୟ ମନ୍ତ୍ରିମଣ୍ଡଳ ସଂମ୍ପ୍ରସାରଣ, ବୋର୍ଡ ନିଗମ, ପଦବୀ ପୂରଣ ଏବଂ ରାଜ୍ୟ ଉନ୍ନୟନ ମୂଳକ କାର୍ଯ୍ୟ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣ ନୀତି ନେଇ ଆଲୋଚନା କରିବେ।
Read Moreରାଜ୍ୟରେ ଦିନକୁ ଦିନ ଅସହ୍ୟ ଗରମ ହେବା ସହ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ। ପଶ୍ଚିମରୁ ଉପକୂଳ ସବୁଠୁ ପ୍ରଚଣ୍ଡ ଲୁ ପ୍ରଭାବିତ ହେଉଥିବାବେଳେ ୩ ଦିନ ବଡ଼ ବିପଦ ରହିଥିବା ସହ ସିଭିୟର ହିଟହ୍ବେଭ ନେଇ ଜାରି କରିଛି ପାଣିପାଗ ବିଭାଗ।
Read Moreମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଆମ୍ବେନଳୀ ଘାଟିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୋର୍ପିଓ ୭୦୦ ଫୁଟ ଗଭୀର ଖାଇରେ ଖସି ପଡ଼ିଛି। ମହାବଳେଶ୍ୱର ଏବଂ ପୋଲାଡପୁର ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ ସ୍କୋର୍ପିଓରେ ଯାତ୍ରା କରୁଥିବା ଆଠ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି।
Read Moreମୁମ୍ବାଇ ଧୁଲେରେ ବସ୍ ଧକ୍କାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଧୁଲେ ଅଞ୍ଚଳରେ ଲଲିଙ୍ଗ ଘାଟରେ ମୁମ୍ବାଇ ଆଗ୍ରା ହାଇୱେରେ ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।
Read Moreହିମନ୍ତ ବିଶ୍ୱଶର୍ମା ସରକାର ସୋମବାର ଆସାମ ବିଧାନସଭାରେ ବହୁ ପ୍ରତିକ୍ଷିତ ୟୁସିସି ବିଲ୍ ଆଗତ କରିଛନ୍ତି। କ୍ୟାବିନେଟର ଅନୁମୋଦନ ପରେ ସରକାର ଏହାକୁ ଗୃହରେ ଉପସ୍ଥାପିତ କରିଛନ୍ତି।
Read More