ତାଜା ଖବର

ଜାତୀୟତାଜା ଖବରରାଜ୍ୟ

ନକଲି ପୋଲିସର ଡିଜିଟାଲ ଠକେଇ, ମୁମ୍ବାଇରୁ ୨ ଅଭିଯୁକ୍ତ ଗିରଫ

ନକଲି ପୋଲିସର ଡିଜିଟାଲ ଠକେଇ। ରାଉରକେଲା ପୋଲିସ ଚଢ଼ଉ କରି ମୁମ୍ବାଇରୁ ୨ ଅଭିଯୁକ୍ତଙ୍କୁ  ଗିରଫ କରିଛି। ପୋଲିସ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ପରିଚୟ ଦେଇ, ରାଉରକେଲାର ଜଣେ ବ୍ୟକ୍ତିଙ୍କଠାରୁ ୧୪.୩୬ ଲକ୍ଷ ଟଙ୍କା ଠକେଇ ହୋଇଥିଲା।

Read More
ଜାତୀୟତାଜା ଖବର

ଜିଲ୍ଲା କାରାଗାରରେ ଜେଲ୍ ଡିଆଇଜିଙ୍କ ଚଢ଼ାଉ

ଝାରସୁଗୁଡ଼ା ସ୍ଥିତ ଜିଲ୍ଲା କାରାଗାରରେ ଗତକାଲି ବିଳମ୍ବିତ ରାତିରେ ଜେଲ୍ ଡିଆଇଜିଙ୍କ ନେତୃତ୍ବରେ ଚଢ଼ଉ ହୋଇଛି। ସମ୍ବଲପୁର ଜେଲର ବି ଏହି ଚଢ଼ଉରେ ସାମିଲ ଥିବା ସୂଚନା ମିଳିଛି।

Read More
ଜାତୀୟତାଜା ଖବର

କଂଗ୍ରେସ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ବନ୍ଦ

ରାଜ୍ୟରେ ପୁସ୍ତକ ବିଭ୍ରାଟ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଭୁଲ ମୁଦ୍ରଣକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଲିପିକା

Read More
ଜାତୀୟତାଜା ଖବର

ରାଜ୍ୟରେ ଗଠିତ ହେବ ଆଂଟି ନାର୍କୋଟିକ୍ସ ଟାସ୍କ ଫୋର୍ସ

ରାଜ୍ୟରେ ନିଶା ବିରୋଧୀ ଅଭିଯାନ ଆହୁରି କଠୋର ହେବ। ରାଜ୍ୟର ଏଡିଜି ପାହ୍ୟାର ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ଆଂଟି ନାର୍କୋଟିକ୍‌ସ ଟାସ୍କ୍‌ ଫୋର୍ସ ଗଠିତ ହେବ।

Read More
ଜାତୀୟତାଜା ଖବର

ଏନଆଇଟିର ଗବେଷଣା: କ୍ଷତକୁ ଶୀଘ୍ର ଶୁଖାଇବ ସ୍ମାର୍ଟ ବ୍ୟାଣ୍ଡେଜ୍

ଗବେଷଣା କ୍ଷେତ୍ରରେ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଗବେଷକ ଦଳ ପୁଣିଥରେ ଉତ୍କର୍ଷତା ହାସଲ କରିଛନ୍ତି। ଅନୁଷ୍ଠାନର ଗବେଷକମାନେ ଏକ ଅଭିନବ ‘ସ୍ମାର୍ଟ୍‌ ଗଜ୍‌’ (କ୍ଷତ ଚିକିତ୍ସା ପଟି) ପ୍ରସ୍ତୁତ କରିଛନ୍ତି।

Read More
ଜାତୀୟତାଜା ଖବର

ଦୁର୍ବୃତ୍ତଙ୍କ ଆତଙ୍କରାଜ୍, ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ। ପୋଲିସକୁ ଚ୍ୟାଲେଞ୍ଜ କରି ବେଧଡ଼କ ଅପରାଧ କରି ଖସିଯାଉଥିବା ଦେଖାଯାଇଛି। ସହରରେ ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ।

Read More
ଜାତୀୟତାଜା ଖବର

ଲଘୁଚାପ ପ୍ରଭାବ: ସପ୍ତାହେ ଧରି ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ସପ୍ତାହେ ଧରି ବର୍ଷା ସମ୍ଭାବନା ରହିଛି। ଟ୍ବିନ୍ ସିଟି ଭୁବନେଶ୍ୱର-କଟକରେ ଝିପିଝିପି ବର୍ଷା ଲାଗି ରହିଛି । ଆକାଶ ମେଘାଚ୍ଛନ୍ନ ଥିବାରୁ ଶୀତଳ ପରିବେଶ ସୃଷ୍ଟି ହୋଇଛି । ଆ

Read More
ଜାତୀୟତାଜା ଖବର

ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଯାଇ ଅଘଟଣ ୩୦୦ ଫୁଟ ତଳକୁ ଖସିଲା କାର, ୧ ମୃତ ଓ ଚାରି ଆହତ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ଲଛମଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ କାକିରିଗୁମା ଗ୍ରାମର ଆଦିତ୍ୟ ବିଶୋଇ(୧୨) ।

Read More
ଜାତୀୟତାଜା ଖବର

ମାଆ ପାଇଁ ଝିଅକୁ ଅପହରଣ ଉଦ୍ୟମ କବାଟ ଭାଙ୍ଗି ଘୋଷାଡି ନେବାବେଳେ ଉଦ୍ଧାର

ମାଆ ପାଇଁ ଝିଅକୁ ଅପହରଣ ଉଦ୍ୟମ। ମାଆକୁ ଖୋଜିବାକୁ ଆସିଥିଲେ, ହେଲେ ସେ ଲୁଚି ଯିବାରୁ ନାବାଳିକା ଝିଅକୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ କିଛି ଯୁବକ। ସ୍ଥାନୀୟ ଲୋକଙ୍କ ଦ୍ବାରା ନାବାଳିକା

Read More
ଜାତୀୟତାଜା ଖବର

ପୁଅର ଋଣ ପାଇଁ ବୃଦ୍ଧ ବାପାମାଆ ହୀନସ୍ତା ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି, ନେଇଗଲେ ରାସନ କାର୍ଡ

ପୁଅ ନେଇଥିଲେ ଋଣ। ହେଲେ ଠିକ ସମୟରେ ସୁଝିପାରିଲେନି। କିସ୍ତି ଦେବାରେ ବିଳମ୍ବ ହେବାରୁ ଦେଖିବା ମିଳିଛି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଦାଦାଗିରି। ଫାଇନାନ୍ସ କମ୍ପାନୀ କର୍ମଚାରୀ ଘରକୁ ଆସି ରାସନ କାର୍ଡ ସହ ଚାଉଳ ନେଇଯାଇଥିବା

Read More