ମହାବଳ ବାଘ ଛାଲ ଜବତ, ୨ ଗିରଫ
ସୁନାବେଡ଼ା ଅଭୟାରଣ୍ୟ ଓ ଛତିଶଗଡ଼ ଉଦନ୍ତ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ବନ ବିଭାଗ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ବେଆଇନ ଶିକାର ଓ ବାଘ ଛାଲ କାରବାର କରୁଛନ୍ତି।
Read Moreସୁନାବେଡ଼ା ଅଭୟାରଣ୍ୟ ଓ ଛତିଶଗଡ଼ ଉଦନ୍ତ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ବନ ବିଭାଗ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ବେଆଇନ ଶିକାର ଓ ବାଘ ଛାଲ କାରବାର କରୁଛନ୍ତି।
Read Moreପାହାଡ଼ ଧସି ସୀତାପାଲୀ ଘାଟି ରାସ୍ତା ଅବରୋଧ ହୋଇଛି। ଗତ ୩ଦିନ ହେଲା କାଲିମେଳା ଅଞ୍ଚଳରେ ବର୍ଷା ଲାଗି ରହିଥିବାବେଳେ କାଲିମେଳା ସଦର ମହକୁମା ଠାରୁ ୩୦ କିମି ଦୂରରେ ଥିବା ସୀତାପାଲୀ ଘାଟିରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିବା ଦେଖାଯାଇଛି।
Read Moreକୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଝଡ଼ବର୍ଷା ତାଣ୍ଡବ ରଚିଥିବାବେଳେ ପ୍ରବଳ ବେଗରେ ପବନ ବୋହିଥିଲା।
Read Moreଅପପୁଷ୍ଟି ଓ ରକ୍ତ ହୀନତାର ନୂଆ ଠିକଣା ତେନ୍ତୁଳିଡିହି ଗାଁ। ଅପପୁଷ୍ଟି, ରକ୍ତହୀନତା ଓ ଅର୍ଦ୍ଧାହାରରେ ପୀଡ଼ିତ ଗାଁର ଶତାଧିକ ଲୋକେ। ଗାଁରେ ପାଦ ଦେବା ମାତ୍ରେ ଛାତି ଥରି ଉଠେ।
Read Moreରାୟଗଡ଼ା କଲ୍ୟାଣସିଂହପୁର ଥାନା ସୁନାଖଣ୍ଡି ପଞ୍ଚାୟତ ଆଲଜିନଗୁଡ଼ା ଛକ ଶିବ ମନ୍ଦିର ସାହିରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଦେଖିବାକୁ ମିଳିଛି। ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ସୁନା
Read Moreଜିଲ୍ଲା ସଦର ମହକୁମା ଜିଲ୍ଲା କୋର୍ଟ ସମ୍ମୁଖରେ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା େବଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।
Read Moreବିମାନ ବନ୍ଦରରୁ ୪ କୋଟିର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି। ବ୍ୟାଙ୍କକରୁ ଅହମ୍ମଦାବାଦ ଆସୁଥିବାବେଳେ ବିମାନବନ୍ଦରରେ କଷ୍ଟମ୍ସ ଅଧିକାରୀମାନେ ଜଣଙ୍କୁ ଧରିଥିଲେ।
Read Moreଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ -ଭୀମସାରର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।
Read Moreଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ହରିୟାଣାରୁ ବିହାର ଯାଉଥିବା
Read More.ବଣାଇଁ ଉପଖଣ୍ଡ କେନାଭେଟା ପଂଚାୟତ ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ୩୮ଜଣ ଯାତ୍ରୀ ନେଇ ନେପାଳରୁ ପର୍ଜଂ ଫେରୁଥିବା ସମୟରେ କେନାଭେଟା ଗ୍ରାମରେ ଯାତ୍ରୀବାହୀ ବସକୁ ଏକ ହାଇୱା ଗାଡ଼ି ଧକ୍କା ଦେଇଥିଲା।
Read More