ଜାତୀୟ

ଜାତୀୟତାଜା ଖବର

ଜୁଲାଇ ୭ରେ ଷ୍ଟାଣ୍ଡିଂ କମିଟି ବୈଠକ ଏକାଠି ହେବେ ୪ ରାଜ୍ୟର ମୁଖ୍ୟ ସଚିବ ଓ ଡିଜିପି

ଭୁବନେଶ୍ୱରରେ ଏକାଠି ହେବେ ୪ ରାଜ୍ୟର ମୁଖ୍ୟ ସଚିବ ଓ ପୋଲିସ ଡିଜି । ଆସନ୍ତା ଜୁଲାଇ ୭ରେ  ରାଜଧାନୀରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ ବସୁଛି।

Read More
ଜାତୀୟତାଜା ଖବରରାଜ୍ୟ

ତାମିଲନାଡୁ ଘଟଣା ପରେ ସତର୍କ ଓଡ଼ିଶା ରାଜ୍ୟରେ ସି-ଫୁଡ୍ ଶିଳ୍ପ ପାଇଁ ଗଠିତ ତ୍ରିପାକ୍ଷିକ କମିଟି

ତାମିଲନାଡୁ ଗ୍ୟାସ ଟ୍ରାଜେଡି ଘଟଣା ପରେ ସତର୍କ ହୋଇଛି ଓଡ଼ିଶା। ଏନେଇ ରାଜ୍ୟ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି। ସି-ଫୁଡ୍ ଶିଳ୍ପ ପାଇଁ ଗଠନ ହେଲା ରାଜ୍ୟସ୍ତରୀୟ ତ୍ରିପାକ୍ଷିକ କମିଟି।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ଲାଇ ୧୦ରେ ଦିନିକିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଯିବେ ।

Read More
ଜାତୀୟତାଜା ଖବର

ଅବୈଧ ଫ୍ଲାଏ ଆସ୍ ଡମିଂ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଡ଼ା ପଦକ୍ଷେପ ୫ ଶିଳ୍ପ ସଂସ୍ଥାକୁ ୩୦୫ କୋଟି ଟଙ୍କାର ତଣ୍ଡ

ସମ୍ବଲପୁର ଜିଲ୍ଲା ସାରା ଅନଧିକୃତ ପାଉଁଶ ପରିବହନ ଓ ଡମ୍ଫର ବାରମ୍ବାର ଅଭିଯୋଗ ଆସିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Read More
ଜାତୀୟତାଜା ଖବର

କେନ୍ଦ୍ର କ୍ୟାବିନେଟ୍ ଅଦଳବଦଳ ଚର୍ଚ୍ଚା ଅମିତ୍ ଶାହଙ୍କୁ ମିଳିପାରେ ଉପପ୍ରଧାନମନ୍ତ୍ରୀ ପଦ ରାଜନାଥ ଦେଇପାରନ୍ତି ଇସ୍ତଫା

ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି। କାହାର ପଦନ୍ନୋତି ହେବ ତ କାହା ହାତରୁ ଦାୟିତ୍ବ ଖସିବ ତାହାରି ଉପରେ ସମସ୍ତଙ୍କ ନଜର। ଆସନ୍ତା

Read More
ଜାତୀୟତାଜା ଖବର

ଶବକୁ ମିଳିଲାନି ଶ୍ମଶାନ, ସରକାରୀ ଚାଷ ଜମିରେ କଲେ ଶେଷକୃତ୍ୟ

ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳିଲାନି ଶଶ୍ମାନ। ଦିନ ସାରା ଘରେ ପଡ଼ି ରହିଲା ମୃତଦେହ। ଶବକୁ ଶ୍ମଶାନ ମିଳି ନଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ପରିବାର ଲୋକେ।

Read More
ଜାତୀୟତାଜା ଖବର

ଚାଷୀ ଆତ୍ମହତ୍ୟା ଘଟଣା: ପରିବାରକୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

କୋମନା ଥାନା ଜଡ଼ାମୁଣ୍ଡା ଗାଁର ଚାଷୀ ନେପାଲ ମାଝୀ ଆତ୍ମହତ୍ୟା ଘଟଣାରେ ଗୁରୁବାର ରାଜ୍ୟ ବିଜେଡିର ଏକ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ମୃତ ନେପାଲ ମାଝୀଙ୍କ ପରିବାର ସହ ଆଲୋଚନା

Read More
ଜାତୀୟତାଜା ଖବର

ମହାବଳ ବାଘ ଛାଲ ଜବତ, ୨ ଗିରଫ

ସୁନାବେଡ଼ା ଅଭୟାରଣ୍ୟ ଓ ଛତିଶଗଡ଼ ଉଦନ୍ତ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ବନ ବିଭାଗ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ବେଆଇନ ଶିକାର ଓ ବାଘ ଛାଲ କାରବାର କରୁଛନ୍ତି।

Read More
ଜାତୀୟତାଜା ଖବର

ପାହାଡ଼ ଧସି ରାସ୍ତା ଅବରୋଧ ମାନ୍ୟମକୋଣ୍ଡା- ସୀତାପାଲୀ ଯୋଗାଯୋଗ ବିଚ୍ଛିନ୍ନ

ପାହାଡ଼ ଧସି ସୀତାପାଲୀ ଘାଟି ରାସ୍ତା ଅବରୋଧ ହୋଇଛି। ଗତ ୩ଦିନ ହେଲା କାଲିମେଳା ଅଞ୍ଚଳରେ ବର୍ଷା ଲାଗି ରହିଥିବାବେଳେ କାଲିମେଳା ସଦର ମହକୁମା ଠାରୁ ୩୦ କିମି ଦୂରରେ ଥିବା ସୀତାପାଲୀ ଘାଟିରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିବା ଦେଖାଯାଇଛି।

Read More
ଜାତୀୟତାଜା ଖବର

ଲମତାପୁଟରେ ଲଗାତାର ବର୍ଷା, ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବନ୍ଦ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଝଡ଼ବର୍ଷା ତାଣ୍ଡବ ରଚିଥିବାବେଳେ ପ୍ରବଳ ବେଗରେ ପବନ ବୋହିଥିଲା।

Read More