ଜାତୀୟ

ଜାତୀୟତାଜା ଖବର

ଆମ୍ବରେ ଖଞ୍ଜା ଥିଲା ବିସ୍ଫୋରକ , ବାରହା ବଦଳରେ ଗାଈ ହେଲା ଶିକାର

ବାରହାକୁ ମାରିବା ପାଇଁ ଆମ୍ବ ଭିତରେ ଖଞ୍ଜା ଯାଇଥିଲା ବିସ୍ଫୋରକ କିନ୍ତୁ ବାରହା ବଦଳରେ ସେହି ବିସ୍ଫୋରକ ଭର୍ତ୍ତି ଆମ୍ବକୁ ଖାଇଦେଲା ଗାଈ । ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଲା ନିରୀହ ପଶୁ ।

Read More
ଖେଳଜାତୀୟତାଜା ଖବର

ସୋସିଆଲ୍ ମିଡିଆରେ ଗମ୍ଭୀରଙ୍କୁ କଡ଼ା ସମାଲୋଚନା

ଆୟର୍ଲାଣ୍ଡରେ ଭାରତର ଲଜ୍ଜାଜନକ ଶୃଙ୍ଖଳା ପରାଜୟ ପରେ ସୋସିଆଲ୍‌ ମିଡିଆରେ ଭାରତୀୟ ଦଳକୁ କଡ଼ା ସମାଲୋଚନା କରାଯାଉଛି। ସବୁଠାରୁ ଅଧିକ ସମାଲୋଚନା କରାଯାଉଛି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ। ଏପରିକି କେତେକ ପୂର୍ବତନ କ୍ରିକେଟ୍‌ର ମଧ୍ୟ ତାଙ୍କୁ ସମାଲୋଚନା କରିଛନ୍ତି।

Read More
ଜାତୀୟତାଜା ଖବରଧର୍ମ

ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାକୁ ସମୃଦ୍ଧ କରିବା ସହ ସାରା ଜଗତର କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ କଲେ ପ୍ରାର୍ଥନା। ଠାକୁରଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବାକୁ ପ୍ରାର୍ଥନା କରିଛି।

Read More
ଜାତୀୟତାଜା ଖବରରାଜ୍ୟ

ନୋଇଡାରେ ୨୧ ମହଲା କୋଠାରେ ଲାଗିଲା ନିଆଁ, ଏସି ବିସ୍ଫୋରଣ ସନ୍ଦେହ

ଉତ୍ତରପ୍ରଦେଶ ନୋଇଡାର ହାଇ-ରାଇଜ୍ ଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନୋଇଡାର ଆରଣ୍ୟ ସୋସାଇଟି ସେକ୍ଟର-୧୧୯ର ଏକ ଆବାସିକ ଟାୱାରର ୨୧ ମହଲାରେ ସୋମବାର ଭୟଙ୍କର ନିଆଁ ଲାଗିଛି।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ସେଚେଲ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ସବୁଠାରୁ ବୟସ୍କ କଇଞ୍ଚ ‘ଜୋନାଥନ୍’ ହେବ ମୁଖ୍ୟ ଆକର୍ଷଣ

ନୂଆଦିଲ୍ଲୀ : ତିନିଦିନିଆ ସେଚେଲ୍ସ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତବେଳେ ସେ ବିଶ୍ୱର ସବୁଠାରୁ ବୟସ୍କ ସ୍ଥଳଭାଗ ଜୀବ ‘ଜୋନାଥନ୍’ ନାମକ ଏକ

Read More
ଜାତୀୟତାଜା ଖବରରାଜ୍ୟ

ଚାଷୀ ଆତ୍ମହତ୍ୟା ଘଟଣା ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳ

କୋମନା ଥାନା ଜଡ଼ାମୁଣ୍ଡା ଗାଁର ଚାଷୀ ନେପାଲ ମାଝୀ ଆତ୍ମହତ୍ୟା ଘଟଣାରେ ଶନିବାର ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ଗାଁରେ ପହଞ୍ଚିଛନ୍ତି। ମୃତ ନେପାଲ ମାଝୀଙ୍କ ପରିବାର ସହ ଆଲୋଚନା କରିଛନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ଡ୍ରାଇଭିଂ ସ୍କୋରରେ ଆଗରେ ମହିଳା

ଡ୍ରାଇଭିଂ ସ୍କୋରରେ ଆଗରେ ମହିଳା। ଏବେ ପୁରୁଷ ତୁଳନାରେ ମହିଳା ଅଧିକ ସାବଧାନତା ସହ ଗାଡ଼ି ଚଲାଉଥିବା ରିପୋର୍ଟ ପ୍ରକାଶ ପାଇଛି। ସାଧାରଣତଃ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା କଥା ଆସିଲେ ପୁରୁଷମାନେ ମହିଳାଙ୍କଠାରୁ ଆଗରେ ବୋଲି ଧାରଣା ରହିଛି। କିନ୍ତୁ ଏବେ ଏହି ଧାରଣାକୁ ଏକ ନୂଆ ରିପୋର୍ଟ ଭୁଲ ପ୍ରମାଣିତ କରିଛି। ବର୍ତ୍ତମାନ ମହିଳା ଚାଳକଙ୍କ ସଂଖ୍ୟା ବଢ଼ିବା ସହ ସେମାନେ ପୁରୁଷଙ୍କ ତୁଳନାରେ ଅଧିକ ସତର୍କ ଓ ସୁରକ୍ଷିତ ଭାବେ ଗାଡ଼ି ଚଳାଉଥିବା ଜଣାପଡ଼ିଛି।

Read More
ଜାତୀୟତାଜା ଖବରରାଜ୍ୟ

ଛତିଶଗଡ଼ରେ ଓଡ଼ିଶା ସାର ମିନି ଟ୍ରକ୍ ସହ ୨୮୦ ବସ୍ତା ସାର ଜବତ

ନୂଆପଡ଼ା: ରାଜ୍ୟରେ ସାର ଅଭାବ ଦେଖାଯାଉଥିବାବେଳେ ଚାଷୀ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଓଡିଶାର ରାସାୟନିକ ସାର ଛତିଶଗଡ଼ରେ ପହଞ୍ଚିଥିବା େଦଖାଯାଇଛି। ଧାନ ପରେ

Read More
ଜାତୀୟତାଜା ଖବରରାଜ୍ୟ

ବିଳମ୍ବିତ ମୌସୁମୀ ପାଇଁ ଚାଷୀ ହତାଶ

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆସିବାରେ ବିଳମ୍ବ ହେବାରୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ନୂଆପଡା ଏକ କୃଷି ପ୍ରଧାନ ଜିଲ୍ଲା ଏବଂ ଜିଲ୍ଲାର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ଖଣ୍ଡା ଆକ୍ରମଣରେ ଯୁବକ ମୃତ: ଅଭିଯୁକ୍ତ ଗିରଫ

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଲସରା ଥାନା ଅନ୍ତର୍ଗତ ମାୟାବାହାଲ ଦେହେରୀପଡ଼ାରେ ଖଣ୍ଡା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହେମନ୍ତ ନାଏକ(୨୫)। ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ସେ। ଗତ ଶୁକ୍ରବାର ରାତି ସାଢେ ୧୦ଟା ସମୟରେ ଲୋମଟାଙ୍କୁରା ଅଘଟଣ ଘଟିଯାଇଛି। ସୂଚନାଯୋଗ୍ୟ ଯେ, ଗତକାଲି ମାୟାବାହାଲ ଗ୍ରାମରେ ଚାଷୀମାନେ ମିଶି ଚାଷ କାର୍ଯ୍ୟ ପୂର୍ବରୁ ଗ୍ରାମ ଦେବତାଙ୍କ (ଦେମୁଲ) ପୂଜା କରିଥିଲେ। ଉକ୍ତ ପୂଜା ଉତ୍ସବରେ ପୂଜକ (କାଲୋ) ରୂପେ ଅଭିଯୁକ୍ତ କନ୍ଦର୍ପ ଦେହେରି (୫୦) ପୂଜା କାର୍ଯ୍ୟ ତୁଲାଇଥିଲେ।

Read More