ଜାତୀୟ

ଜାତୀୟତାଜା ଖବର

୬୦୦ କୋଟିର ଦୁର୍ନୀତି: ଘାଣ୍ଟୁଛି ଇଡି

ରାଜଧାନୀ ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ବିଭାଗ ସହିତ ଜଡିତ ୬୦୦ କୋଟି ଟଙ୍କା ଘୋଟାଲାରେ ତନାଘନା ଆରମ୍ଭ କରିଛି ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏନେଇ ଇଡି ଦିଲ୍ଲୀରେ ତଦନ୍ତ ଆରମ୍ଭ କରିବା ସହିତ ଏକ ମନି ଲଣ୍ଡରିଂ ମାମଲା ଦାୟର କରିଛି। ଏହାସହିତ ଇଡି ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗଠାରୁ ଦସ୍ତାବିଜ ମାଗିଛି ଏବଂ ଚିକିତ୍ସା ଉପକରଣ କ୍ରୟ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରିଛି।

Read More
ଜାତୀୟତାଜା ଖବର

ଭୁଶୁଡ଼ିଲା ନିର୍ମାଣାଧୀନ ଗୋଦାମ, ଭଙ୍ଗା କୋଠା ତଳେ ଚାପି ହୋଇଗଲେ ୬୦ ଶ୍ରମିକ

କୋଲକାତା ତରାତାଲାରେ ଏକ ନିର୍ମାଣାଧୀନ ଗୋଦାମର ସେଡ୍ ଭୁଶୁଡ଼ି ପଡ଼ିବାରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ସୂଚନା ମିଳିଛି ।

Read More
ଜାତୀୟତାଜା ଖବରଧର୍ମ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ପୁରୀରେ ପହଞ୍ଚିଲା ୨୮ଟି ରଥ ଦଉଡ଼ି

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୮ ଇଞ୍ଚ ଗୋଲେଇର ଆସିଲା ୨୮ଟି ଦଉଡ଼ି । ଗୋଟିଏ ଦଉଡ଼ିର ଲମ୍ବ ୨୨୦ ଫୁଟ ବା ୬୭ ମିଟର । ଓଡ଼ିଶା କତା ନିଗମ ପକ୍ଷରୁ ଆସିଲା ଏହି ଦଉଡ଼ି ।

Read More
ଜାତୀୟତାଜା ଖବରଧର୍ମ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ‘ରାଜେନ୍ଦ୍ରାଭିଷେକ’ ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ଓ ପାରମ୍ପରିକ ‘ରାଜେନ୍ଦ୍ରାଭିଷେକ’ ନୀତି  ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ ଦେବନୀତି ପାଇଁ ଆଜି ସକାଳୁ ଶ୍ରୀମନ୍ଦିରରେ ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ନୀତି ସଙ୍ଗଠିତ ହେବା

Read More
ଜାତୀୟତାଜା ଖବର

ପୁଣି ଚାଷୀଙ୍କ ‘ଇଚ୍ଛାମୃତ୍ୟୁ’ ଦାବି ଧାନ ବିକ୍ରି ପାଇଁ ଟୋକନ ନମିଳିବାରୁ ରାଷ୍ଟ୍ରପତିଙ୍କୁ ଚିଠି

ରାଜ୍ୟ ସରକାର ଚାଷ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇ ଅନେକ ଯୋଜନା କରୁଥିବାବେଳେ ଏଠାରେ ସବୁ କିଛି ଫେଲ ମାରିଛି। ଧାନ ବିକ୍ରି ସମସ୍ୟା ଏବେ ଚାଷୀଙ୍କୁ ହରଡ଼ଘଣାରେ ପକାଇଛି। କାହାକୁ ଟୋକେନ ମିଳୁନି ତ ଆଉ କାହାକୁ ଜମି ଅନୁସାରେ କମ୍ ପରିମାଣର ଟକେନ ମିଳୁଛି। ଏ ନେଇ ଚାଷୀର ଚିନ୍ତା ବଢିଯାଇଛି। ଏଭଳି ସ୍ଥିତିରେ ପୁଣି ଚର୍ଚ୍ଚାରେ ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା।

Read More
ଜାତୀୟତାଜା ଖବର

ନିମ୍ନମାନର କାମ, ଧସିଲା ଘାଟି ରାସ୍ତା

୭୦ ବର୍ଷର ଅପେକ୍ଷା ପରେ ମାଲକାନଗିରି ଜିଲ୍ଲାର ବାୟାପଡ଼ା ଘାଟିକୁ ନିର୍ମାଣ ହୋଇଥିଲା ରାସ୍ତା। ଧୀରେ ଧୀରେ  ଯାତାୟାତ ହୋଇଥିଲା ସୁଗମ। ରାସ୍ତା ନିର୍ମାଣ ପରେ ଖୁସି ପ୍ରକାଶ କରିଥିଲେ ଆଦିମ ଜନଜାତି।

Read More
ଜାତୀୟତାଜା ଖବର

କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ

ଓଡ଼ିଶାର ରେଭେନ୍ୟୁ ପ୍ରଶାସନର ମେରୁଦଣ୍ଡ ରେଭେନ୍ୟୁ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର, ରେଭେନ୍ୟୁ ସୁପରଭାଇଜରମାନେ “ମିଶନ୍ ସ୍ୱାଭିମାନ” ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି।

Read More
ଜାତୀୟତାଜା ଖବର

ଧନବାଦ ଡିଭିଜନରେ ଆଧୁନିକୀକରଣ, ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

ପୂର୍ବ କେନ୍ଦ୍ରୀୟ ରେଳବାଇର ଧନବାଦ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବାରୁ, ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ନିର୍ଦ୍ଦିଷ୍ଟ ତାରିଖରେ ଅସ୍ଥାୟୀ ଭାବେ ଡାଇଭର୍ସନ ଦେଇ ଚଳାଚଳ କରିବ ବୋଲି ସମ୍ବଲପୁର ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି l

Read More
ଜାତୀୟତାଜା ଖବର

ଜଳିଗଲା ଜିଆଇ ତାର ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲପର

ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଜିଆଇ ତାର ବୋଝେଇ ଟ୍ରକରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟି ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଘଟଣାରେ ଚାଳକ ଓ ହେଲପର ସୁରକ୍ଷିତ ରହିଥିବା ଜଣାପଡ଼ିଛି।

Read More
ଜାତୀୟତାଜା ଖବର

ଗୁରୁଦାସପୁରରେ ଟ୍ରିପଲ ମର୍ଡର

ପଞ୍ଜାବର ଗୁରଦାସପୁରରେ ଟ୍ରିପଲ ମର୍ଡର। ବଟାଲାର ଏକ ଗାଁରେ ଏହି ଘଟଣା ଘଟିଛି। ଜଣେ ଅଭିଯୁକ୍ତ ୩ ଜଣଙ୍କୁ ହତ୍ୟା କରିବା ପରେ ନିଜକୁ ମଧ୍ୟ ଗୁଳି କରି ଜୀବନ ହାରିଛି। ଅଭିଯୁକ୍ତ ଜଣକ ମନଜୋତ ସିଂହ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ତା ବନ୍ଧୁଙ୍କ ସମେତ ତାଙ୍କ ମାଉସୀ ହରଦୀପ କୌର (୪୦) ଏବଂ ତାଙ୍କ ପୁଅ ହରମିତ୍ ସିଂହ (୧୩)ଙ୍କୁ ଶୋଇଥିବା ସମୟରେ ଗୁଳି କରି ହତ୍ୟା କରିଛି।

Read More