ଜାତୀୟ

ଜାତୀୟତାଜା ଖବର

ପୁଣେରେ ସୋନମ ରଘୁବଂଶୀ ମର୍ଡରର ରିପିଟ, ୨ ଗିରଫ

ବହୁ ଚର୍ଚ୍ଚିତ ଇନ୍ଦୋରର ସୋନମ ରଘୁବଂଶୀ ମାମଲା ଦେଶବାସୀଙ୍କ ମନରୁ ନ ଲିଭୁଣୁ ମହାରାଷ୍ଟ୍ରର ପୁଣେରେ ଏକ ସମାନ ଘଟଣା ଦେଖିବାକୁ ମିଳିଛି। ବିବାହ ପ୍ରସ୍ତୁତି ଚାଲିଥିବା

Read More
ଜାତୀୟତାଜା ଖବର

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ୨୦୦ ଘର ଛାରଖାର

ରାଜଧାନୀ ନୂଆଦିଲ୍ଲୀର ଉଦ୍ୟୋଗ ଭବନ ନିକଟରେ ଥିବା ଏକ ଶ୍ରମିକ ଶିବିରରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୨୦୦ ଶ୍ରମିକଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଉକ୍ତ ଶିବିର ସେନା ଭବନ ନିକଟରେ ଅବସ୍ଥିତ। ଅଗ୍ନିକାଣ୍ଡ ନେଇ ଖବର ପାଇ ଘଟଣାସ୍ଥଳରେ ୨୫ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚିଥିଲେ।

Read More
ଜାତୀୟତାଜା ଖବର

ଭିଜିଲାନ୍ସ ଜାଲରେ କାଡା ନିର୍ବାହୀ ଯନ୍ତ୍ରୀ ସମ୍ବଲପୁର ଓ ମାଲକାନଗିରି ସମେତ ୭ ସ୍ଥାନରେ ତଲାସି

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ସମ୍ବଲପୁର ଡିଭିଜନର ସିଏଡିଏ  (କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ୭ଟି ସ୍ଥାନରେ ତଲାସୀ ଚାଲିଛି। ନିଜ ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା

Read More
ଜାତୀୟତାଜା ଖବରଧର୍ମ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ଆଇନ ମନ୍ତ୍ରୀଙ୍କ ବୈଠକ ୪୭୩ ସିସିଟିଭି ସହ ୩୭୦ଟି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ମହାପ୍ରଭୁଙ୍କ ଦର୍ଶନ ନେଇ ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ ହୋଇଛି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ସହ ସ୍ୱାସ୍ଥ୍ୟ, ପରିବହନ ସବୁ ବିଭାଗର ମାଷ୍ଟର ପ୍ଲାନ୍ ର ହୋଇଛି ସମୀକ୍ଷା । ରଥଯାତ୍ରା ସମୟରେ ପୁରୀ ସହରକୁ ଜଗିବ ୪୭୩ ସିସିଟିଭି କ୍ୟାମେରା । ୨୦୦ କ୍ୟାମେରାର ସରିଲାଣି ଲାଇଭ । ରଥଯାତ୍ରା ପାଇଁ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍ ।

Read More
ଜାତୀୟତାଜା ଖବର

ପୁରା ରାଜ୍ୟରେ ମୌସୁମୀ ବର୍ଷା

ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ରାଜ୍ୟର ସବୁ ଜିଲ୍ଲାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ ୧୨ରେ ରାଜ୍ୟକୁ ମୌସୁମୀ ଅଗ୍ରସର ପ୍ରକ୍ରିୟା  ଆରମ୍ଭ ହୋଇଥିବାବେଳେ ପୁରା ରାଜ୍ୟକୁ ଛୁଇଁଛି।

Read More
ଜାତୀୟତାଜା ଖବର

CMOରୁ ଫାଇଲ୍ ଚୋରି ଘଟଣା: ଜିଏ ବିଭାଗରେ ପୋଲିସର ଖୋଳତାଡ଼

ସିଏମଓରୁ ଫାଇଲ୍ ଚୋରି ଘଟଣାରେ ଜିଏ ବିଭାଗରେ ପୋଲିସ ଖୋଳତାଡ଼ କରିଛି। ଲୋକସେବା ଭବନରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ପୁଣି ଥରେ ମୁଖ୍ୟ ଶାସନ ସଚିବ ଏବଂ ସାଧାରଣ ପ୍ରଶାସନ ବିଭାଗରେ ଖୋଳତାଡ଼ କରିଛନ୍ତି ଅଧିକାରୀ। ଗତ ୨୦ ତାରିଖରେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ଆସି ତଦନ୍ତ କରିଥିଲା ପୋଲିସ ।

Read More
ଜାତୀୟତାଜା ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବଡ଼ ଧରଣ ଅଦଳବଦଳ ସଂକେତ ! କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍ଙ୍କ ଇସ୍ତଫା

ଆଗକୁ ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ ହୋଇପାରେ। ଏନେଇ ସଙ୍କେତ ମିଳିଥିବାବେଳେ କାହାକୁ ନୂଆମନ୍ତ୍ରୀ ପଦ ମିଳିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର ମତ୍ସ୍ୟ ପାଳନ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଅନ୍ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ଚର୍ଚ୍ଚା ଆହୁରି ବଢ଼ି ଯାଇଛି। 

Read More
ଜାତୀୟତାଜା ଖବର

ସପ୍ତାହେ ପରେ ଟେଲିଗ୍ରାମ୍ କାର୍ଯ୍ୟକ୍ଷମ, ପ୍ରତିବନ୍ଧକ ହଟାଇଲା ଗୁଗୁଲ

ଏକ ସପ୍ତାହ ପରେ କାର୍ଯ୍ୟକ୍ଷମ ହୋଇଛି ଟେଲିଗ୍ରାମ ଆପ୍ । ଏହି ଆପ୍୍ ଉପରୁ ଗୁଗୁଲ ପ୍ରତିବନ୍ଧକ ହଟାଇଥିବା ସତ୍ତ୍ବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇଥିବା ସମୟସୀମା ସରିବା ପରେ ଜୁନ୍ ୨୨ ମଧ୍ୟରାତ୍ରୀରେ ଗୁଗଲ ଟେଲିଗ୍ରାମ ଉପରୁ ପ୍ରତିବନ୍ଧକ ହଟାଇଛି। ତେବେ ଆପଲ ଆପ୍ ଷ୍ଟୋରରେ ଟେଲିଗ୍ରାମ ସକାଳ ୧୦ଟା ସୁଦ୍ଧା କାର୍ଯ୍ୟକ୍ଷମ ହୋଇଥିଲା।

Read More
ଜାତୀୟତାଜା ଖବର

୨୮ ତାରିଖରେ ହେବ ଆର୍.ଆଇ, ଅମିନ ପରୀକ୍ଷା ଘୁଞ୍ଚିଲା ଓଟିଇଟି ଏଣ୍ଟ୍ରାନ୍ସ, ଜୁଲାଇ ୫ରେ ହେବ

ଜୁଲାଇ ୫ ତାରିଖକୁ ଘୁଞ୍ଚିଲା ଓଟିଇଟି ପରୀକ୍ଷା। ଗୋଟିଏ ଦିନରେ ଆର୍.ଆଇ, ଅମିନ ଓ ଓଟିଇଟି ପରୀକ୍ଷା ହେବାକୁ ଥିବାବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଜୁନ୍ ୨୮ ପରିବର୍ତ୍ତେ ଓଟିଇଟି ପରୀକ୍ଷା ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ । ପୂର୍ବ ଭଳି ଜୁନ୍ ୨୮ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ଆର୍.ଆଇ ଓ ଅମିନ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Read More
ଜାତୀୟତାଜା ଖବର

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା, ପୁଲିସ ରିମାଣ୍ଡରେ ଓଏଏସ ଭୀମସେନ ଟୁଡୁ

ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ OAS ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୁଲିସ। ସୋମବାର OAS ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି JMFC-2 କୋର୍ଟ । ରିମାଣ୍ଡ ମିଳିବା ପରେ ଏବେ ଭୀମସେନକୁ ଅଧିକ ପଚରାଉଚରା କରିବ କମିଶନରେଟ ପୋଲିସ।

Read More