କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ
ଓଡ଼ିଶାର ରେଭେନ୍ୟୁ ପ୍ରଶାସନର ମେରୁଦଣ୍ଡ ରେଭେନ୍ୟୁ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର, ରେଭେନ୍ୟୁ ସୁପରଭାଇଜରମାନେ “ମିଶନ୍ ସ୍ୱାଭିମାନ” ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି।
Read Moreଓଡ଼ିଶାର ରେଭେନ୍ୟୁ ପ୍ରଶାସନର ମେରୁଦଣ୍ଡ ରେଭେନ୍ୟୁ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର, ରେଭେନ୍ୟୁ ସୁପରଭାଇଜରମାନେ “ମିଶନ୍ ସ୍ୱାଭିମାନ” ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି।
Read Moreପୂର୍ବ କେନ୍ଦ୍ରୀୟ ରେଳବାଇର ଧନବାଦ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବାରୁ, ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ନିର୍ଦ୍ଦିଷ୍ଟ ତାରିଖରେ ଅସ୍ଥାୟୀ ଭାବେ ଡାଇଭର୍ସନ ଦେଇ ଚଳାଚଳ କରିବ ବୋଲି ସମ୍ବଲପୁର ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି l
Read Moreଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଜିଆଇ ତାର ବୋଝେଇ ଟ୍ରକରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟି ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଘଟଣାରେ ଚାଳକ ଓ ହେଲପର ସୁରକ୍ଷିତ ରହିଥିବା ଜଣାପଡ଼ିଛି।
Read Moreପଞ୍ଜାବର ଗୁରଦାସପୁରରେ ଟ୍ରିପଲ ମର୍ଡର। ବଟାଲାର ଏକ ଗାଁରେ ଏହି ଘଟଣା ଘଟିଛି। ଜଣେ ଅଭିଯୁକ୍ତ ୩ ଜଣଙ୍କୁ ହତ୍ୟା କରିବା ପରେ ନିଜକୁ ମଧ୍ୟ ଗୁଳି କରି ଜୀବନ ହାରିଛି। ଅଭିଯୁକ୍ତ ଜଣକ ମନଜୋତ ସିଂହ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ତା ବନ୍ଧୁଙ୍କ ସମେତ ତାଙ୍କ ମାଉସୀ ହରଦୀପ କୌର (୪୦) ଏବଂ ତାଙ୍କ ପୁଅ ହରମିତ୍ ସିଂହ (୧୩)ଙ୍କୁ ଶୋଇଥିବା ସମୟରେ ଗୁଳି କରି ହତ୍ୟା କରିଛି।
Read Moreବହୁ ଚର୍ଚ୍ଚିତ ଇନ୍ଦୋରର ସୋନମ ରଘୁବଂଶୀ ମାମଲା ଦେଶବାସୀଙ୍କ ମନରୁ ନ ଲିଭୁଣୁ ମହାରାଷ୍ଟ୍ରର ପୁଣେରେ ଏକ ସମାନ ଘଟଣା ଦେଖିବାକୁ ମିଳିଛି। ବିବାହ ପ୍ରସ୍ତୁତି ଚାଲିଥିବା
Read Moreରାଜଧାନୀ ନୂଆଦିଲ୍ଲୀର ଉଦ୍ୟୋଗ ଭବନ ନିକଟରେ ଥିବା ଏକ ଶ୍ରମିକ ଶିବିରରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୨୦୦ ଶ୍ରମିକଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଉକ୍ତ ଶିବିର ସେନା ଭବନ ନିକଟରେ ଅବସ୍ଥିତ। ଅଗ୍ନିକାଣ୍ଡ ନେଇ ଖବର ପାଇ ଘଟଣାସ୍ଥଳରେ ୨୫ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚିଥିଲେ।
Read Moreଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ସମ୍ବଲପୁର ଡିଭିଜନର ସିଏଡିଏ (କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ୭ଟି ସ୍ଥାନରେ ତଲାସୀ ଚାଲିଛି। ନିଜ ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା
Read Moreବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ ହୋଇଛି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ସହ ସ୍ୱାସ୍ଥ୍ୟ, ପରିବହନ ସବୁ ବିଭାଗର ମାଷ୍ଟର ପ୍ଲାନ୍ ର ହୋଇଛି ସମୀକ୍ଷା । ରଥଯାତ୍ରା ସମୟରେ ପୁରୀ ସହରକୁ ଜଗିବ ୪୭୩ ସିସିଟିଭି କ୍ୟାମେରା । ୨୦୦ କ୍ୟାମେରାର ସରିଲାଣି ଲାଇଭ । ରଥଯାତ୍ରା ପାଇଁ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍ ।
Read Moreରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ରାଜ୍ୟର ସବୁ ଜିଲ୍ଲାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ ୧୨ରେ ରାଜ୍ୟକୁ ମୌସୁମୀ ଅଗ୍ରସର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପୁରା ରାଜ୍ୟକୁ ଛୁଇଁଛି।
Read Moreସିଏମଓରୁ ଫାଇଲ୍ ଚୋରି ଘଟଣାରେ ଜିଏ ବିଭାଗରେ ପୋଲିସ ଖୋଳତାଡ଼ କରିଛି। ଲୋକସେବା ଭବନରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ପୁଣି ଥରେ ମୁଖ୍ୟ ଶାସନ ସଚିବ ଏବଂ ସାଧାରଣ ପ୍ରଶାସନ ବିଭାଗରେ ଖୋଳତାଡ଼ କରିଛନ୍ତି ଅଧିକାରୀ। ଗତ ୨୦ ତାରିଖରେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ଆସି ତଦନ୍ତ କରିଥିଲା ପୋଲିସ ।
Read More