ଆନ୍ତର୍ଜାତୀୟ

ଆନ୍ତର୍ଜାତୀୟତାଜା ଖବର

ପାକିସ୍ତାନରେ ସଙ୍କଟରେ ସଂଖ୍ୟାଲଘୁ ଗୁରୁଦ୍ୱାର ଭିତରେ ବୃଦ୍ଧ ଶିଖ୍ ଦମ୍ପତିଙ୍କୁ ନିର୍ମମ ହତ୍ୟା

ପାକିସ୍ତାନରେ ପୁଣି ଥରେ ଦେଖିବାକୁ ମିଳିଛି ବର୍ବରକାଣ୍ଡ। ଗୁରୁଦ୍ୱାର ଭିତରେ ବୃଦ୍ଧ ଶିଖ୍‌ ଦମ୍ପତିଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶସ୍ଥିତ ମର୍ଦାନ ଜିଲ୍ଲାର ବାବୁ ମୋହଲ୍ଲାରେ ଥିବା ଏକ ଗୁରୁଦ୍ୱାର ପରିସରରେ ଜଣେ ବୃଦ୍ଧ ଶିଖ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯାହାକୁ ନେଇ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଉପରେ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

‘ଇଣ୍ଡୋ-ପାସିଫିକ୍ କମାଣ୍ଡ’ ନାମରୁ ‘ଇଣ୍ଡୋ’ ହଟାଇ ଦେଇଛି ଆମେରିକା

‘ଇଣ୍ଡୋ-ପାସିଫିକ୍ କମାଣ୍ଡ’ ନାମରୁ ‘ଇଣ୍ଡୋ’ ହଟାଇ ଦେଇଛି ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ପୂର୍ବରୁ,ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ଏଭଳି ନିଷ୍ପତ୍ତିର ଗଭୀର ଭୂରାଜନୈତିକ ପ୍ରଭାବ ରହିଛି। ମେ’ ୨୦୨୬ ରେ ଶାଙ୍ଗ୍ରି-ଲା ଡାଏଲଗରେ ଆମେରିକାର ଯୁଦ୍ଧ ସଚିବ ପିଟ୍ ହେଗସେଥଙ୍କ ଭାଷଣ ଆମେରିକାର ନୂତନ ବୈଦେଶିକ ଏବଂ ପ୍ରତିରକ୍ଷା ନୀତିର ମୂଳଦୁଆ ପକାଇଥିଲା।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ଜି-୭ ସମ୍ମିଳନୀରେ ମୋଦିଙ୍କୁ କହିଲେ ମେଲୋନି ‘ଇନଷ୍ଟାଗ୍ରାମ୍ରେ ଆମେ ପ୍ରସିଦ୍ଧ’

ଜି-୭ ସମ୍ମିଳନୀରେ ମୋଦିଙ୍କୁ ମେଲୋନି କହିଛନ୍ତି, ‘ଇନଷ୍ଟାଗ୍ରାମ୍‌ରେ ଆମେ ଏବେ ଖୁବ ପ୍ରସିଦ୍ଧ’। ଫ୍ରାନ୍ସର ଏଭିଆନରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ବନ୍ଧୁତା ପୁଣି ଥରେ ଚର୍ଚ୍ଚାରେ ରହିଛି। ଏକ ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମେଲୋନି ପରସ୍ପରକୁ ଅଭିବାଦନ କରୁଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ସେମାନଙ୍କର ଲୋକପ୍ରିୟତା ବିଷୟରେ ମେଲୋନିଙ୍କୁ ଇଙ୍ଗିତ କରୁଥିବା ଦେଖାଯାଇଛି।

Read More
ଆନ୍ତର୍ଜାତୀୟତାଜା ଖବର

ଇରାନକୁ ଆମେରିକା 300 ବିଲିୟନ ଡଲାର ଦେବ ନାହିଁ: ଟ୍ରମ୍ପ

ଇରାନକୁ ପୁନଃନିର୍ମାଣ ପାଇଁ ଆମେରିକା 300 ବିଲିୟନ ଡଲାର ଦେବ ନାହିଁ। ଶାନ୍ତି ଚୁକ୍ତି ସ୍ୱାକ୍ଷର ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏନେଇ ସ୍ପଷ୍ଟ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଶାନ୍ତି ଚୁକ୍ତିର ଅଂଶ ଭାବରେ ଇରାନକୁ କୌଣସି ଦେୟ ଦେବ ନାହିଁ ।

Read More
ଆନ୍ତର୍ଜାତୀୟତାଜା ଖବର

ଆମେରିକା-ଇରାନ ଶାନ୍ତି ଚୁକ୍ତିରେ ଡିଜିଟାଲ ସ୍ବାକ୍ଷର

ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିପତ୍ରରେ ଡିଜିଟାଲ ସ୍ବାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଇରାନ ସଂସଦ ବାଚସ୍ପତି ମହମ୍ମଦ ବଘେର ଗଲିବାଫ ।

Read More
ଆନ୍ତର୍ଜାତୀୟତାଜା ଖବର

ଆମେରିକୀୟ ବାୟୁସେନାର B-52 ବିମାନ ଦୁର୍ଘଟଣାଗ୍ରସ୍ତ, ୮ ମୃତ

ଆମେରିକୀୟ ବାୟୁସେନାର B-52 ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଛି। କାଲିଫର୍ନିଆର ଏଡୱାର୍ଡସ୍ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଆମେରିକୀୟ ବାୟୁସେନାର B-52 ଷ୍ଟ୍ରାଟୋଫୋର୍ଟରେସ୍ ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

Read More
ଆନ୍ତର୍ଜାତୀୟତାଜା ଖବର

ଟ୍ରମ୍ପଙ୍କୁ ଝଟକା, ଚୁକ୍ତି ଚୂଡ଼ାନ୍ତ ହୋଇନାହିଁ: ଇରାନ ‘ଲାଲ ରେଖା’ ସହିତ ସାଲିସ ହେବ ନାହିଁ

ତେହେରାନ() ଇରାନ ସହିତ ଐତିହାସିକ ଶାନ୍ତି ଚୁକ୍ତି ଏବଂ ଯୁଦ୍ଧର ଅନ୍ତ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ତେହେରାନ ଖାରଜ କରିଦେଇଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରି କହିଛି, ଆମେରିକା ସହିତ କୌଣସି ଚୂଡ଼ାନ୍ତ ଚୁକ୍ତିନାମା ହୋଇନି।

Read More
ଆନ୍ତର୍ଜାତୀୟତାଜା ଖବର

ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆକ୍ରମଣ, ୩ ନିଖୋଜ

ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉ ନାହିଁ। ଯାହା ସାରା ବିଶ୍ବକୁ ଚିନ୍ତାରେ ପକାଇଛି। ଜାରି ରହିଥିବା ଏହି ସଂଘର୍ଷଜନକ ସ୍ଥିତିର ସିଧାସଳଖ ଫଳ ସ୍ବରୂପ ଏହି ଅଞ୍ଚଳ‌ରେ ପଡ଼ିଛି। ଓମାନ ଉପକୂଳରେ ଏକ ଭାରତୀୟ ବାଣିଜ୍ୟିକ ଜାହାଜ ସେଟ୍ଟେବେଲ୍ଲୋ ଉପରେ ଆକ୍ରମଣ ପରେ ୩ ଭାରତୀୟ ନିଖୋଜ ହୋଇଯାଇଛନ୍ତି ।

Read More
ଆନ୍ତର୍ଜାତୀୟତାଜା ଖବର

ହର୍ମୁଜ୍ ପ୍ରଣାଳୀ ସିଲ୍ କଲା ଇରାନ ଆମେରିକାର ଆକ୍ରମଣ ପରେ କଟକଣା ଲାଗୁ

ଇରାନର ସାମରିକ କମାଣ୍ଡ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି । ଆଉ ଚେତାବନୀ ଦେଇଛି ଯେ, ଏହି ପ୍ରଣାଳୀ ଦେଇ ଯାଉଥିବା ଯେକୌଣସି ଜାହାଜକୁ ଟାର୍ଗେଟ କରାଯିବ। ଏହି ସମୟରେ, ଆମେରିକୀୟ ସେନା ପକ୍ଷରୁ ଏକ ପ୍ରତିଶୋଧମୂଳକ ଆକ୍ରମଣ ହୋଇଛି। ଫଳରେ ଏହି ଅଞ୍ଚଳରେ ଅଶାନ୍ତ ବଢ଼ିଥିବା ଦେଖିବାକୁ ମିଳିଛି।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ଜାପାନ ପରେ ଭାରତ ଆମ୍ବରେ କଟକଣା ଲଗାଇଲା ନେପାଳ

ଭାରତରୁ ଆମଦାନୀ ହେଉଥିବା ଆମ୍ବ ଉପରେ କଟକଣା ଲଗାଇଛି ପଡ଼ୋଶୀ ନେପାଳ। ଜାପାନ ପରେ ଏବେ ନେପାଳ ଏହି କଟକଣା ଲଗାଇଛି। ଭାରତୀୟ ଆମ୍ବରେ ଅତ୍ୟଧିକ ପରିମାଣର କୀଟନାଶକ ରହିଥିବା

Read More