ଜାତୀୟ

ଜାତୀୟତାଜା ଖବର

ମହିଳା ଜଜଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ , ସ୍ୱାମୀ ଗିରଫ

ଜଣେ ମହିଳା ଜଜଙ୍କୁ ଯୌତୁକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାରେ ହେଉଛି। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ଜଣେ ମହିଳା ଜଜଙ୍କ ସହ ଘଟିଥିବା ଯୌତୁକ ନିର୍ଯାତନା

Read More
ଜାତୀୟତାଜା ଖବର

ବଢୁଛି ସରପଞ୍ଚ ଚାମେଲି ଓଝା ବିବାଦ, ଏନ୍ଏଚ୍ଆର୍ସିର ଦ୍ୱାରସ୍ଥ ହେଲେ ଆଇନଜୀବୀ

ଦିନକୁ ଦିନ ଘନେଇବାରେ ଲାଗିଛି  ମହାକାଳପଡ଼ା ତିଖିରୀ ସରପଞ୍ଚ ଚାମେଲି ଓଝା ବିବାଦ । ମାମଲା ଏବେ ଜାତୀୟ ମାନବାଧିକାର କମିସନରେ ପହଞ୍ଚିଲାଣି।

Read More
ଜାତୀୟତାଜା ଖବର

ହଟିଲା ୨ ମାସିଆ ସମୁଦ୍ର କଟକଣା, ସଜବାଜ ହେଲେଣି ମତ୍ସ୍ୟଜୀବୀ ଚଳଚଞ୍ଚଳ ତାଳସାରୀ ଓ ଉଦୟପୁର ବେଳାଭୂମି

ମାଛ ମାରିବାକୁ ଗଭୀର ସମୁଦ୍ର ଯିବା ପାଇଁ ପ୍ରସ୍ତୁତ ହେଲେଣି ମତ୍ସ୍ୟଜୀବୀ। ଦୀର୍ଘ ଦୁଇ ମାସର ସାମୁଦ୍ରିକ କଟକଣା ସରିବା ପରେ ସୋମବାର ରାତିଠାରୁ ପୁଣିଥରେ ନୀଳ ସମୁଦ୍ରର ବୁକୁ ଚିରି ମାଛ ମାରିବାକୁ ବାହାରି ପଡ଼ିଛନ୍ତି ସାଗର ସୌଦାଗର।

Read More
ଜାତୀୟତାଜା ଖବର

ଚାଲିଛି ଫାଇଲ ଚୋରିର ଚେର ଖୋଜା, ବାବୁଙ୍କୁ ଏସ୍ଆଇଟିର ରିପୋର୍ଟ ତଲବ

ଲୋକସେବା ଭବନରୁ ଦୁଇ ଦୁଇଟି ତଦନ୍ତ କମିସନଙ୍କ ରିପୋର୍ଟ ଚୋରି ଘଟଣାକୁ ନେଇ ଚାଲିଛି ତନାଘନା। ଏପଟେ ତଦନ୍ତକୁ ଜୋରଦାର କରିଛି ଏସଆଇଟି। ଦୁଇ ଦୁଇଟି ତଦନ୍ତ କମିସନ ରିପୋର୍ଟ ଚୋରି ହୋଇଯିବା ନେଇ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

Read More
ଜାତୀୟତାଜା ଖବର

ପ୍ରତିଯୋଗିତାକୁ ଓହ୍ଲାଇବେ ନୀରଜ ଚୋପ୍ରା

ଅସୁସ୍ଥତା କାରଣରୁ ବହୁ ଦିନର ନିରବତା ପରେ ପୁଣି ଥରେ ପ୍ରତିଯୋଗିତାକୁ ଓହ୍ଲାଇବେ ଜାଭଲିନ ଥ୍ରୋ ନୀରଜ ଚୋପ୍ରା। ଦୁଇ ଅଲିମ୍ପିକ୍‌ ପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି।

Read More
ଜାତୀୟତାଜା ଖବର

ଅଶୋଧିତ ତେଲ ଦର ୮୨ ଡଲାରକୁ ହ୍ରାସ ଜୁନ ୧୯ରେ ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ଶାନ୍ତି ଚୁକ୍ତି ସ୍ବାକ୍ଷର

ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ନେଇ ସହମତି ପ୍ରକାଶ ଖବର ପ୍ରଚାର ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ‌ତେଲ ଦର ଖସିଛି। ଅଶୋଧିତ ତୈଳର ବ୍ୟାରେଲ ପ୍ରତି ୮୨.୮୪ ଡଲାରକୁ ହ୍ରାସ ପାଇଛି। ଅଶୋଧିତ ତୈଳ ଦର ଶସ୍ତା ହେବା ପରେ ସାରା ବିଶ୍ବ ଦେଖାଯାଇଥିବା ତୈଳ ସଙ୍କଟ ଦୂର ହେବ ବୋଲି କୁହାଯାଉଛି।

Read More
ଜାତୀୟତାଜା ଖବର

ସରିଲା ଗ୍ରୀଷ୍ମ ଛୁଟି, ୧୮ରେ ଖୋଲିବ ସ୍କୁଲ୍ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା

ସରିଲା ଖରା ଛୁଟି। ଆସନ୍ତା ୧୮ ତାରିଖରେ ସାରା ରାଜ୍ୟରେ ଖୋଲିବ ସ୍କୁଲ । ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

Read More
ଜାତୀୟତାଜା ଖବର

ପାଣି ଟ୍ୟାଙ୍କରରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଦ୍ୱାରା ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ହୋଇଛି l ସୋନପୁର ଜିଲ୍ଲାକୁ ଚାଲାଣବେଳେ ପୋଲିସ ୫ କ୍ଵିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି।

Read More
ଜାତୀୟତାଜା ଖବର

୫ଜଣ କୁଖ୍ୟାତ ଡକାୟତ ଗିରଫ

ବଡ଼ ଧରଣର ଡକାୟତ ଯୋଜନା ପଣ୍ଡ। ରାଉରକେଲା ସେକ୍ଟର ୩ ଥାନା ପୋଲିସ ଚଢ଼ଉ କରି ୫ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ ରାତ୍ରୀ ପାଟ୍ରୋଲିଂ କରୁଥିବା ସମୟରେ ସେକ୍ଟର ୨ ଡିଶୁଜା ସ୍କୁଲ ପଛ ପଟ ଅନ୍ଧାରୁଆ ଜାଗାରେ ରୁଣ୍ଡ ହୋଇ ଯୋଜନା କରୁଥିବାବେଳେ ୫ଡକାୟତଙ୍କୁ ଗିରଫ କରିଛି।

Read More
ଜାତୀୟତାଜା ଖବର

ସନ୍ଦିଗ୍ଧ ମାଓବାଦୀ ନେଇ ଜଙ୍ଗଲରେ ଡ୍ରୋନରେ ସର୍ଚ୍ଚ ଅପରେସନ

ସୁନ୍ଦରଗଡ ଜଙ୍ଗଲରେ ସନ୍ଦିଗ୍ଧ ମାଓବାଦୀ ଲୁଚିଥିବା ସନ୍ଦେହ କରାଯାଉଛି। ଏ ନେଇ ପୋଲିସ ଓ ବନ ବିଭାଗର ତନାଘନା ଆରମ୍ଭ ହୋଇଛି। ଡ୍ରୋନ ସାହାଯ୍ୟରେ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ।

Read More