ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡରେ ପୁଲିସ, ୨୩ ଗିରଫ
ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ଏବେ ଆକ୍ସନ ମୋଡରେ ପୁରୀ ପୁଲିସ। ସହରରେ ‘କ୍ଲିନ୍ ସିଟି ଡ୍ରାଇଭ୍’କୁ ଜୋରଦାର କରାଯାଇଛି। ସହରକୁ ଅପରାଧମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ପୁଲିସ ଆକ୍ସନ ମୋଡକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା
Read More