ଜାତୀୟ

ଆନ୍ତର୍ଜାତୀୟଜାତୀୟତାଜା ଖବର

ନରୱେ ଚେସ୍ ନବମ ରାଉଣ୍ଡରେ ଗୁକେଶଙ୍କୁ ହରାଇଲେ ପ୍ରଜ୍ଞାନନ୍ଦ

ନର‌ୱେ ଚେସ୍‌ ନବମ ରାଉଣ୍ଡରେ‌ ଦୁଇ ଭାରତୀୟ ସାଥୀ ଆର୍‌ ପ୍ରଜ୍ଞାନନ୍ଦ ଓ ଡି ଗୁକେଶ ମୁହାଁମୁହିଁ ହୋଇଥିଲେ । ବିଶ୍ୱ ବିଜେତା ଗୁକେଶଙ୍କୁ ହରାଇ ଦେଇଛନ୍ତି ପ୍ରଜ୍ଞାନନ୍ଦ । ଏହି ବିଜୟ ସହ ପ୍ରଜ୍ଞାନନ୍ଦ (୧୫ ପଏଣ୍ଟ) ଟେବୁଲର ଦ୍ୱିତୀୟ ସ୍ଥାନରେ ରହିବା ସହ ବିଜେତା ହେବା ଦୌଡ଼ରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି ।

Read More
ଜାତୀୟତାଜା ଖବର

୧୮ ବର୍ଷରୁ କମ୍ ମହିଳା ଏସିଆ କପ୍ ହକି କାଂସ୍ୟ ପାଇଁ ଖେଳିବ ଭାରତ

ଜାପାନର କାକାମିଗାହାରାରେ ଚାଲିଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ମହିଳା ହକି ପ୍ରତିଯୋଗିତାରେ ଏବେ କାଂସ୍ୟ ପାଇଁ ଖେଳିବ ଭାରତ। ସେମିଫାଇନାଲ୍‌ରେ ଭାରତ କଡ଼ା ସଂଘର୍ଷ କରି ୧-୩ (୨-୨) ସୁଟ୍‌ଆଉଟ୍‌ରେ ଚୀନ୍‌ଠୁ ହାରି ଯାଇଛି । ଅନ୍ୟ ଏକ ସେମିଫାଇନାଲ୍‌ରେ କୋରିଆ ୦-୧ ଗୋଲ୍‌ରେ ଜାପାନଠୁ ପରାସ୍ତ ହୋଇଛି।

Read More
ଜାତୀୟତାଜା ଖବର

‘ନିମ୍ନ ଯୋଗ୍ୟତା ପାଇଁ ଉଦ୍ଦିଷ୍ଟ ଚାକିରି ଆବେଦନ କରିପାରିବେ ନାହିଁ ଅଧିକ ଯୋଗ୍ୟତାଧାରୀ’

ସୁପ୍ରିମକୋର୍ଟ ଏକ ରାୟରେ କହିଛନ୍ତି ଯେ ନିମ୍ନ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଚାକିରି ଲାଗି ଆବେଦନ କରିବା ସମୟରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଲୁଚାଇବା ପ୍ରକୃତ ଯୋଗ୍ୟ ଆବେଦନକାରୀଙ୍କ ଅଧିକାରକୁ କ୍ଷୁଣ୍ଣ କରେ।

Read More
ଜାତୀୟତାଜା ଖବର

ଆଇଜିଆଇଟି ସରାଙ୍ଗକୁ ‘ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା’ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଇଜିଆଇଟି ସରାଙ୍ଗକୁ ‘ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା’ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭିସୁଟ ଓ ଓୟୁଟିଆର ଭଳି ଆଇଜିଆଇଟି ସରାଙ୍ଗକୁ ମଧ୍ୟ ସମାନ ଭାବେ ଅପଗ୍ରେଡ୍ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।

Read More
ଜାତୀୟତାଜା ଖବର

ଆସୁଛି ଭୟଙ୍କର ଏଲ୍-ନିନୋ ବିଶ୍ୱ ପାଣିପାଗ ସଂଗଠନର ଚେତାବନୀ ବର୍ଷିବ କମ୍, ସିଝାଇବ ଅଧିକ

ଆସୁଛି ଭୟଙ୍କର ଏଲ୍-ନିନୋ । ଏହାର ପ୍ରଭାବରେ ଥଣ୍ଡା କମିବା ସହ ପ୍ରବଳ ଗରମ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ବିଶ୍ୱ ପାଣିପାଗ ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଏବେ ପୃଥିବୀର ପରିବେଶବିତମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରଶାନ୍ତ ମହାସାଗରରେ ‘ଏଲ୍-ନିନୋ’ ସ୍ଥିତି ଅତି ଦ୍ରୁତ ଗତିରେ ବିକଶିତ ହେଉଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ସାରା ବିଶ୍ୱ ପାଇଁ ଆସିଛି ଏକ ବଡ଼ ଚେତାବନୀ।

Read More
ଜାତୀୟତାଜା ଖବର

ସମ୍ବିଧାନ ବିଶେଷଜ୍ଞ ସୁଭାଷ କଶ୍ୟପଙ୍କ ପରଲୋକ

ଭାରତୀୟ ସମ୍ବିଧାନ, ସଂସଦୀୟ ପରମ୍ପରା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନର ଜଣେ ପ୍ରସିଦ୍ଧ ବିଦ୍ୱାନ ତଥା ପଦ୍ମଭୂଷଣ ପୁରସ୍କାର ବିଜେତା ଡକ୍ଟର ସୁଭାଷ କଶ୍ୟପଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମେ’ ମାସ ୧୦ ତାରିଖ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିବା

Read More
ଜାତୀୟତାଜା ଖବର

ଏକମାତ୍ର ରାଜ୍ୟସଭା ଆସନ କଂଗ୍ରେସକୁ ଦେଲେ ବିଜୟ

ରାଜ୍ୟସଭା ଉପନିର୍ବାଚନ ନେଇ ଅନେକ ଚକାପଞ୍ଝା ଲାଗି ରହିଥିବାବେଳେ ତାମିଲନାଡ଼ୁର ଏକମାତ୍ର ଆସନ କଂଗ୍ରେସକୁ ଦେଲେ ମୁଖ୍ୟମନ୍ତ୍ରୀ ଜୋଶେଫ ବିଜୟ। ଏହା ସହିତ, ରାଜ୍ୟସଭାରେ ତାମିଲନାଡୁରୁ କଂଗ୍ରେସର ପ୍ରତିନିଧିତ୍ୱ ତିନିକୁ ବୃଦ୍ଧି ପାଇବାର ସମ୍ଭାବନା ଅଛି, ଯାହା ଗତ ଦଶନ୍ଧି ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି।

Read More
ଜାତୀୟତାଜା ଖବର

ସୌମ୍ୟ ହତ୍ୟା ମାମଲା ଏନ୍ଏଚ୍ଆର୍ସିଙ୍କ କ୍ୟାମ୍ପ କୋର୍ଟରେ ବାନ୍ଧବୀ

ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଜାତୀୟ ମାନବିକ ଅଧିକାର ଆୟୋଗ ତନାଘନା ଚଳାଇଛନ୍ତି ।ଚତୁର୍ଥ ଦିନରେ ମାରାଥନ ଜେରା କରାଯାଇଛି। ଆଜି ଏନ୍ଏଚ୍ଆର୍ କ୍ୟାମ୍ପ କୋର୍ଟରେ ହାଜର ହୋଇଛନ୍ତି ସୌମ୍ୟଙ୍କ ବାନ୍ଧବୀ ।

Read More
ଜାତୀୟତାଜା ଖବର

“ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିପାର କରାଯାଉଛି। ଏହି ଅନୁପ୍ରବେଶକାରୀ ଏବେ ଓଡ଼ିଶା ମୁହାଁ ହେବା ଆଶଙ୍କା ଥିବାବେଳେ ଏନେଇ ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି। ରାଜ୍ୟର ଉପକୂଳରେ ସୁରକ୍ଷା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି।

Read More
ଜାତୀୟତାଜା ଖବର

ପୁରୀରେ ବ୍ରିକ୍ସ ସମ୍ମିଳନୀ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ: ମୁଖ୍ୟମନ୍ତ୍ରୀ

ପୁରୀରେ ଚାଲିଛି ବ୍ରିକ୍ସ ସମ୍ମିଳନୀ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ ବୋଲି କହିଛନ୍ତି। ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ। ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ କରିବ ।

Read More