ଆସନ୍ତା ୧୪ରେ ଟ୍ରମ୍ପଙ୍କ ଜନ୍ମଦିନ ହ୍ୱାଇଟ୍ ହାଉସ୍ରେ ହେବ ଜୋରଦାର ଫାଇଟ୍ !
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତା ୧୪ ତାରିଖ ୮୦ ବର୍ଷ ବୟସରେ ପାଦ ଥାପିବେ । ଏ ଅବସରରେ ହ୍ୱାଇଟ୍ ହାଉସ୍ରେ ଅଲ୍ଟିମେଟ୍ ଫାଇଟିଂ ଚାମ୍ପିଅନ୍ସିପ (ୟୁଏଫ୍ସି) ପ୍ରତିଯୋଗିତା ଆୟୋଜିତ ହେବ । ୟୁଏଫ୍ସି ବିଶ୍ୱର ସବୁଠୁ ବଡ଼ ମିକ୍ସଡ ମାର୍ଶଲ ଆର୍ଟସ (ଏମ୍ଏମ୍ଏ) ସଂସ୍ଥା । ଏଥିରେ ଭିନ୍ନ ଭିନ୍ନ ଲଢ଼େଇରେ ପ୍ରତିଯୋଗୀମାନେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ।
Read More