Vernika Odia

ଆନ୍ତର୍ଜାତୀୟଜାତୀୟତାଜା ଖବର

କେଦାରନାଥ ଯାତ୍ରା : ୩୫ ଦିନରେ ୯ ଲକ୍ଷ ଭକ୍ତ

ଉତ୍ତରାଖଣ୍ଡର ପବିତ୍ର ହିମାଳୟ କୋଳରେ ଅବସ୍ଥିତ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ୨୦୨୬ ବର୍ଷର କେଦାରନାଥ ଯାତ୍ରା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ମାତ୍ର ୩୫ ଦିନ ମଧ୍ୟରେ ୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିସାରିଲେଣି ।

Read More
ଜାତୀୟତାଜା ଖବରରାଜ୍ୟ

ମାଡ୍ରାସ ହାଇକୋର୍ଟରେ ଗୋହତ୍ୟା ମାମଲା  କୌଣସି ବି ଦିନ ହେବନି ଗୋହତ୍ୟା: କୋର୍ଟ

ତାମିଲନାଡୁରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟ ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ରାଜ୍ୟ ସରକାର ୧୯୭୬ ଅଗଷ୍ଟ ୩୦ରେ ଜାରି କରିଥିବା ସରକାରୀ ନିର୍ଦ୍ଦେଶନାମାକୁ ତୁରନ୍ତ ଲାଗୁ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Read More
ଆନ୍ତର୍ଜାତୀୟତାଜା ଖବର

ହର୍ମୁଜ ପ୍ରଣାଳୀ ଖୋଲିବା ପ୍ରସଙ୍ଗ ଇରାନକୁ ସମର୍ଥନ କଲେ ଓମାନ ଉପରେ ହେବ ଆକ୍ରମଣ : ଟ୍ରମ୍ପ

ହର୍ମୁଜ ପ୍ରଣାଳୀ ଖୋଲିବା ପ୍ରସଙ୍ଗରେ ଇରାନକୁ ସମର୍ଥନ କଲେ ସ୍ଥିତି ଖରାପ ହେବ ବୋଲି କହି ଆମେରିକା ଓମାନକୁ ଧମକ ଦେଇଛି।   ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସହଯୋଗୀ ରାଷ୍ଟ୍ର ଓମାନ ବିରୋଧରେ ସିଧାସଳଖ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

Read More
ଆନ୍ତର୍ଜାତୀୟତାଜା ଖବର

ପୁଣି ଆମେରିକା- ଇରାନ ମୁହାଁମୁହିଁ : ଇରାନର ସାମରିକ ଘାଟି ଉପରେ ଘନ ଘନ ଆକ୍ରମଣ,  ୩ଦିନ ମଧ୍ୟରେ ଆମେରିକାର ୨ ଥର ଅସ୍ତ୍ର ବିରତି ଉଲ୍ଲ୍ଲଂଘନ

ପୁଣି ଆମେରିକା-ଇରାନ ମୁହାଁମୁହିଁ ହୋଇଛନ୍ତି। କିଛି ଦିନର ନିରବତା ପରେ ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ସାମରିକ ଘାଟି ଉପରେ ଘନ ଘନ ଆକ୍ରମଣ କରୁଛି ଆମେରିକା।  ଗତ ୩ଦିନ ମଧ୍ୟରେ ଆମେରିକା ୨ ଥର ଅସ୍ତ୍ର ବିରତି ଉଲ୍ଲ୍ଲଂଘନ କରିଥିବା ଜଣାପଡ଼ିଛି।

Read More
ଜାତୀୟରାଜ୍ୟ

ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୨ ମୃତ, ୫ ନିଖୋଜ

ପାଟନାର ଉମାନାଥ ଗଙ୍ଗା ଘାଟରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଗଙ୍ଗାନଦୀ କୂଳରେ ଥିବା ଦିଆରା ଅଞ୍ଚଳରେ ପନିପରିବା ସଂଗ୍ରହ କରିବାକୁ ଏକ ଛୋଟ ଡଙ୍ଗାରେ ୧୪ ରୁ ୧୫ ଜଣ ଲୋକ ଯାତ୍ରା କରୁଥିଲେ।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି – 28/05/2026

ଜୟ ଜଗନ୍ନାଥ 🙏 ତାରିଖ ୨୮.୦୫.୨୦୨୬ ଗତକାଲି ଶ୍ରୀ ମନ୍ଦିରରେ ସ୍ଵତନ୍ତ୍ର ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ପତିତପାବନ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ୦୭:୨୫ ରେ ସମାପ୍ତ ହେଲା l

Read More
ଦୈନିକ ରାଶିଫଳ

ଦୈନିକ ରାଶିଫଳ ୨୮/୦୫/୨୦୨୬

ମେଷ:କାର୍ଯ୍ୟସ୍ଥଳରେ ନୂଆ ଦାୟିତ୍ୱ ଆସିପାରେ। ଚାକିରି ଖୋଜୁଥିଲେ ପୁରୁଣା ସମ୍ପର୍କକୁ ସକ୍ରିୟ କରନ୍ତୁ। ବ୍ୟବସାୟରେ ତରବରିଆ ନିଷ୍ପତ୍ତି ନ ନେଇ ଲାଭ-କ୍ଷତି ଗଣନା କରନ୍ତୁ। ଆଜି ନିଷ୍ପତ୍ତିରେ

Read More
ଜାତୀୟତାଜା ଖବରରାଜ୍ୟ

ବିଜେପି ଶିବିର ଚଳଚଞ୍ଚଳ ଖୁବଶୀଘ୍ର ହୋଇପାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ଖୁବ ଶୀଘ୍ର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭେଟିବା ପରେ  ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ରାଜ୍ୟ କ୍ୟାବିନେଟର ବି ବରିଷ୍ଠ ନେତା ଏନେଇ ସଙ୍କେତ ଦେଇ ସାରିଲେଣି। ଯାହାକୁ ନେଇ ଆଶାୟୀ ବିଧାୟକଙ୍କ ଛାତି ଧଡ଼ ଧଡ଼ ହେଉଥିବା ଜଣାପଡ଼ିଛି।

Read More
ଜାତୀୟତାଜା ଖବରରାଜ୍ୟ

ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଗୁଲ ଜୁନ ୧୮ରେ ମତଦାନ :  ଜୁନ ୧ ରେ ବିଜ୍ଞପ୍ତି,  ୮ରେ ନାମାଙ୍କନର ଶେଷ ତାରିଖ |ପୁଣି ଥରେ ରାଜ୍ୟସଭା ଯାଇପାରନ୍ତି ଦେବାଶିଷ

ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଗୁଲ ବାଜିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି ।

Read More
ରାଜ୍ୟ

ଓଡ଼ିଶା ପୋଲିସରେ ମହାନିଯୁକ୍ତି ! ୭,୬୬୪ ପଦ ନିଯୁକ୍ତି କରିବ ଓୟୁଏସଏସଏସସି

ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ଘୋଷଣା । ଓପିଆରବି ବଦଳରେ ଓୟୁଏସଏସଏସସିକୁ ଦାୟିତ୍ବ ହସ୍ତାନ୍ତର କଲେ ରାଜ୍ୟ ସରକାର । ଏହାଦ୍ବାର ୭ହଜାର ୬୬୪ ପୋଲିସ ନିଯୁକ୍ତି ପ୍ରକ୍ରିୟା ହେବ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ଅଧିକୃତ ଆଦେଶ ।

Read More