Vernika Odia

ଆନ୍ତର୍ଜାତୀୟଜାତୀୟତାଜା ଖବର

ପରମାଣୁ ଡିଲ୍‌ରେ ଇରାନ୍‌ର ସରେଣ୍ଡର! ୟୁରାନିୟମ ଭଣ୍ଡାର ଛାଡିବାକୁ ରାଜି, ଖୋଲିପାରେ ହୋର୍ମୁଜ

ଆମେରିକାର ପ୍ରସ୍ତାବରେ ଇରାନ ରାଜି ହୋଇଥିବା ନେଇ ଦାବି କରାଯାଉଛି। ଆମେରିକା ଏବଂ ଇରାନ ଶାନ୍ତି ଚୁକ୍ତି ମଧ୍ୟରେ, ଖବର ଆସିଛି ଯେ, ତେହେରାନ ଏବେ ସମୃଦ୍ଧ ୟୁରାନିୟମ ଛାଡିବାକୁ ଏକ ପ୍ରକାର ରାଜି ହୋଇଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ତେହେରାନ ୟୁରାନିୟମ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଥିବାବେଳେ ଇରାନ ଏବଂ ଆମେରିକା ମଧ୍ୟରେ ଜାରି ଉତ୍ତେଜନା ନୂଆ ମୋଡରେ ପହଞ୍ଚିଛି।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ସୁଡ଼ଙ୍ଗ ଖୋଳି ଚେନାବ ପାଣିର ଗତିପଥ ବଦଳାଇବ ଭାରତ ପାଣି ପାଇଁ ପାକିସ୍ତାନ ହେବ ଡହଳ ବିକଳ

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ସୁଡ଼ଙ୍ଗଟି ଭିତର ଚେନାବ ଅବବାହିକା ସହିତ ସଂଯୋଗ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ଚେନାବର ଶାଖା ନଦୀ ଚନ୍ଦ୍ରା ନଦୀରୁ ବ୍ୟାସ ଅବବାହିକାକୁ ପାଣି ଫେରାଇବା। ଏହି ଜଳ ହାଇଡ୍ରୋଲିକ୍ ଢ଼ାଞ୍ଚା ଏବଂ ସୁଡ଼ଙ୍ଗ ଦେଇ ଗତି କରିବ। ପ୍ରଥମ ପର୍ଯ୍ୟାୟର ଅଂଶ ଭାବରେ ଲାହୌଲ ଉପତ୍ୟକାର ଉପରମୁଣ୍ଡରେ ଏକ ୧୯ ମିଟର ବ୍ୟାରେଜ ମଧ୍ୟ ନିର୍ମାଣ ହେବାକୁ ଯାଉଛି। ହିମାଳୟରେ ଚନ୍ଦ୍ରା ଏବଂ ଭାଗା ନଦୀର ସଙ୍ଗମ ଦ୍ୱାରା ଚେନାବ ନଦୀ ଗଠିତ ହୋଇଛି।

Read More
ରାଜ୍ୟ

ବାର କାଉନସିଲ ଅଧ୍ୟକ୍ଷଙ୍କ ବଡ଼ ବୟାନ ୪୦ ପ୍ରତିଶତ ଓକିଲ ନକଲି: ମନନ

ଦେଶରେ ୪୦ ପ୍ରତିଶତ ଓକିଲ ନିକଲି । ଏଭଳି ମନ୍ତବ୍ୟ ଦେଇଛନ୍ତି ବାର କାଉନସିଲ ଅଧ୍ୟକ୍ଷ ମନନ ମିଶ୍ର । ଦେଶର ବିଭିନ୍ନ କୋର୍ଟରେ ପ୍ରାକ୍ସିସ କରୁଥିବା ୩୫ରୁ ୪୦ ପ୍ରତିଶତ ଓକିଲ ନକଲି ବୋଲି ସେ କହି ଏକ ବଡ଼ ବୟାନ ଦେଇଛନ୍ତି। ସେମାନେ ସାର୍ଟିଫିକେଟ କିଣିଥାନ୍ତି ନଚେତ ଯୋଗାଡ଼ କରିଥାଆନ୍ତି ବୋଲି ସେ କହିଛନ୍ତି ।

Read More
ତାଜା ଖବରରାଜ୍ୟ

ଶିକ୍ଷକ ବଦଳିରେ ଅବହେଳା, ୭୯ ବିଇଓଙ୍କୁ ସୋ’କଜ୍ ନୋଟିସ୍

ଶିକ୍ଷକ ବଦଳିରେ ଅବହେଳା ନେଇ ୭୯ ବିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନଲାଇନ୍ ବଦଳି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇନଥିବା ଅଭିଯୋଗରେ ରାଜ୍ୟର ୭୯ ଜଣ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି।

Read More
ରାଜ୍ୟ

ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ ସନ୍ଦେହ

ହେଲେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୌରାଙ୍ଗଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଏହା ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ପରିବାରକୁ ସହାୟତା ଦେବା ପାଇଁ ଦାବି କରାଯାଉଛି।

Read More
ଆନ୍ତର୍ଜାତୀୟଜାତୀୟ

ଗୋବର ବିକି ମାଲାମାଲ୍ ବର୍ଷକୁ ୪୦୦ କୋଟିର ବେପାର

ଦେଶରେ ଗୋବରର ମୂଲ୍ୟ ସାଧାରଣତଃ କମ୍ ଥିବା ବେଳେ ଉପସାଗରୀୟ ଦେଶଗୁଡ଼ିକରେ ଏହାର ଚାହିଦା ରହିଛି । ଏହା ପ୍ରାୟ ୩୦ ରୁ ୫୦ ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି ହେଉଛି । ଖାଲି ଏତିକି ନୁହେଁ ଅନଲାଇନ୍ ସପିଂ ପ୍ଲାଟଫର୍ମରେ ମଧ୍ୟ ଏହି ଗୋବର ଦ୍ବାରା ପ୍ରସ୍ତୁତ ଘସି ପ୍ୟାକେଟ୍ ପିଛା ୯୬୧ ଟଙ୍କା ବିକ୍ରି ହେଉଛି । ଯାହାକୁ ଭାରତରେ ଅନେକ ଲୋକ ଅଳିଆ ଭାବି ନାକ ଟେକୁଛନ୍ତି ତାହା ବିଦେଶରେ ଟଙ୍କା ଛାପିବାର ମେସିନ୍ ପାଲଟିଛି ।

Read More
ଆନ୍ତର୍ଜାତୀୟଖେଳଜାତୀୟତାଜା ଖବର

ହାତରେ ଚାଲି ଏଭରେଷ୍ଟ ଚଢ଼ିଲେ ରୁଷ୍ ପର୍ବତାରୋହୀ

ରୁଷ୍‌ର ପର୍ବତାରୋହୀ ରୁସ୍ତମ ନାବିଏଭ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସହ ଏହି ଭାବପ୍ରବଣ ବାର୍ତ୍ତାକୁ ପୋଷ୍ଟ କରିଥିଲେ । ଏହାପରେ ତାଙ୍କର ପ୍ରେରଣାପ୍ରଦ କାହାଣୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପରିସ୍ଥିତି ଆଗରେ ମୁଣ୍ଡ ନ ନୁଆଁଇ ସେ ଯେପରି ନିଜର ସଫଳତାର କାହାଣୀକୁ ଲେଖିଛନ୍ତି ସେଥିଲାଗି ଅନେକ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

Read More
ଜାତୀୟତାଜା ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟା ମାମଲା , ଗିରଫ ସଞ୍ଜୟ ରାୟଙ୍କୁ ରିମାଣ୍ଡରେ ନେଲା ସିବିଆଇ

ସିବିଆଇ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଶୈଳେଶ କୁମାର ପାଣ୍ଡେଙ୍କ କୋର୍ଟରେ ଆବେଦନ ଦାଏର କରିଥିଲା, ଯେଉଁଥିରେ ମେ ୬ ତାରିଖରେ ହୋଇ ଥିବା ହତ୍ୟା ମାମଲାରେ ଜବତ ଅସ୍ତ୍ରଶସ୍ତ୍ରକୁ ହସ୍ତାନ୍ତର କରିବାକୁ ଏକ ଆବେଦନ ଦାଖଲ କରିଥିଲା, ଯାହା ଦ୍ୱାରା ସେଗୁଡ଼ିକୁ ପରୀକ୍ଷା ପାଇଁ ଫୋରେନସିକ୍ ଲାବୋରେଟୋରୀକୁ ପଠାଯାଇ ପାରିବ।

Read More
ରାଜ୍ୟ

କୋଟିଆରେ ପୁଣି ଆନ୍ଧ୍ର ଆକ୍ଟିଭ୍, ଉପରସେମ୍ବି ଗାଁରେ ବିଶାଳ ହେଲଥ୍ କ୍ୟାମ୍ପ

କୋରାପୁଟ,୨୩|୫(ସପ୍ର): କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳରେ ପୁଣି ଆନ୍ଧ୍ର ଆକ୍ଟିଭ୍ ହୋଇଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପକ୍ଷରୁ ଅନୁପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। କୋଟିଆ

Read More
ରାଜ୍ୟ

ଓୟୁଟିଆର ଫି ବଢ଼ାଇବାକୁ ପ୍ରସ୍ତାବ: ନିୟମିତ ପ୍ରୋଗ୍ରାମରେ ୨୫ ହଜାର, ଏସ୍‌ଏସ୍‌ପିରେ ୫୪ ହଜାର ବଢ଼ାଇବେ

ଭୁବନେଶ୍ୱର, ୨୩|୫ : ଖୁବଶୀଘ୍ର ବଢ଼ିପାରେ ଓୟୁଟିଆର ପାଠପଢ଼ା ଫି । ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ- ଓୟୁଟିଆରର ଫି ବୃଦ୍ଧି ପାଇଁ ପ୍ରକ୍ରିୟା

Read More