Vernika Odia

ଧର୍ମରାଜ୍ୟ

ରଥଖଳାରେ ଚାଲିଛି ଚଉଦନାହାକା କାର୍ଯ୍ୟ

ଶ୍ରୀକ୍ଷେତ୍ରରେ ରଥଖଳା ଚଳଚଞ୍ଚଳ ହୋଇଥିବାବେଳେ ଚଉଦନାହାକା କାର୍ଯ୍ୟ ଚାଲିଛି। ବିଶ୍ୱକର୍ମାମାନେ ଏହି ଚଉଦ କାଠକୁ ପ୍ରସ୍ତୁତ କରୁଛନ୍ତି । ଦଣ୍ଡା ଉପରେ ଖଦିଓରା ପଡ଼ିବ । ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ ସ୍ଥାପନ କରାଯିବ ।

Read More
ରାଜ୍ୟ

ମନରେଗାରେ ବଡ଼ ଧରଣର ଦୁର୍ନୀତି ୩୮ ଲକ୍ଷ ଠକେଇ, ଏଡିଓ ଓ ପିଇଓ ନିଲମ୍ବିତ

ମନରେଗା ଅଧୀନରେ ବଡ଼ ଧରଣର ଦୁର୍ନୀତି ହୋଇଥିବାବେଳେ ଏଡିଓ ଓ ପିଇଓଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ। ଏହାସହ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କୁ  ସୁପାରିଶ କରାଯାଇଛି। ପିଇଓ ସୁତନ୍ୟ ମହାକୁଡ଼ ଓ ଏଡିଓ କାଂଶିରାମ ଦିଗାଲଙ୍କୁ ସସପେଣ୍ଡ କରିଛନ୍ତି ଜିଲ୍ଲାପାଳ

Read More
ତାଜା ଖବରରାଜ୍ୟ

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ ୧୮ ଜଣ ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ବ

ରାଜ୍ୟର ୧୮ ଜଣ ବରିଷ୍ଠ ଆଇପିଏସ ଏବଂ ଓପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ବ ମିଳିଛି । ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଥିବାବେଳେ ସ୍ଥାନାନ୍ତର କରାଯାଇ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ମାର୍କୋ- ଜୟଶଙ୍କରଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଦ୍ବିପାକ୍ଷୀକ ସମ୍ପର୍କ ଉପରେ ଗୁରୁତ୍ବ

୪ ଦିନିଆ ଭାରତ ଗସ୍ତରେ ଥିବା ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଏବଂ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ମଧ୍ୟରେ ବିଶେଷ ଆଲୋଚନା ହୋଇଛି। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେେଳ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି।

Read More
ଜାତୀୟ

ପଶ୍ଚିମବଙ୍ଗରେ ପୋଲିସ ଉପରେ ଆକ୍ରମଣ : ୧୦ ଅଟକ

ଗ୍ରାମବାସୀ ଅଭିଯୁକ୍ତଙ୍କୁ ପୋଲିସ ହେପାଜତରୁ ମୁକ୍ତ ମଧ୍ୟ କରିଥିଲେ, ଯାହା ପରେ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଆକ୍ରମଣ ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପୋଲିସ ୧୦ ଜଣଙ୍କୁ ଅଟକ ରଖିଛି।

Read More
ଆନ୍ତର୍ଜାତୀୟତାଜା ଖବର

ଇବୋଲାର କାୟା ବିସ୍ତାର ୨୦୦ ଟପିଲା ମୃତ୍ୟୁ ସଂଖ୍ୟା: ରେଡକ୍ରସ୍‌ର ୩ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ

ଦିନକୁ ଦିନ ଆଫ୍ରିକୀୟ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଇବୋଲା ଭାଇରସ। ଧୀରେ ଧୀରେ ମାଡ଼ି ଚାଲିଥିବାବେଳେ ଏ ଯାଏଁ ୨୦୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ଅଧିକାରୀମାନେ ଶନିବାର ବିଳମ୍ବିତ ରାତିରେ ଇବୋଲା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨୦୪ ଛୁଇଁଥିବା ସୂଚନା ପ୍ରଦାନ କରିଛନ୍ତି।

Read More
ଆନ୍ତର୍ଜାତୀୟତାଜା ଖବର

ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟାରିଂ

ନୂଆଦିଲ୍ଲୀ,୨୪|୫: ଆମେରିକାର ରାଜଧାନୀ ୱାଶିଂଟନ୍ ସ୍ଥିତ ହ୍ବାଇଟ ହାଉସ ବାହାରେ ଗୁଳିକାଣ୍ଡ। ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ନିକଟରେ ୨୫ ରାଉଣ୍ଡ ଫାୟାରିଂ । ଗୁଳିମାଡ଼ ସମୟରେ ହ୍ବାଇଟ

Read More
ଆନ୍ତର୍ଜାତୀୟତାଜା ଖବର

ପାକିସ୍ତାନରେ ରେଲୱେ ଟ୍ରାକ୍ରେରେ ବିସ୍ଫୋରଣ: ୨୩ ମୃତ, ୪୭ ଆହତ

ପାକିସ୍ତାନର କ୍ୱେଟାରେ ଏକ ରେଳଲାଇନ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଫଳରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ସେପଟେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ, ଟ୍ରେନ୍ ଟି କ୍ୱେଟା କ୍ୟାଣ୍ଟନମେଣ୍ଟ ଅଞ୍ଚଳ ଆଡକୁ ଯାଉଥିବା ସମୟରେ ରେଳ ଲାଇନରେ ବିସ୍ଫୋରଣ ହୋଇଥିଲା।

Read More
Vernika Odiaଆନ୍ତର୍ଜାତୀୟ

ଫିଲିପାଇନ୍ସରେ ଝଡ଼ ତୋଫାନ ଭୁଶୁଡ଼ିଲା ନିର୍ମାଣାଧୀନ ୯ ମହଲା କୋଠା

ଫିଲିପାଇନ୍ସରେ ଝଡ଼ ତୋଫାନ ଯୋଗୁଁ ନିର୍ମାଣାଧୀନ ୯ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ରବିବାର ସକାଳେ ରାଜଧାନୀ ମାନିଲାର ଉତ୍ତରରେ ଅବସ୍ଥିତ ପାମ୍ପଙ୍ଗା ପ୍ରଦେଶର ଆଞ୍ଜେଲସ୍ ସହରରେ ପ୍ରବଳ ଝଡ଼ ତଫାନ ଯୋଗୁଁ ନିର୍ମାଣାଧୀନ ଏକ ୯ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି।

Read More
ଜାତୀୟ

ଜଳୁଛି ଜଙ୍ଗଲ : ଉତ୍ତରାଖଣ୍ଡର ୧୪ ହେକ୍ଟର ଜଙ୍ଗଲ ନଷ୍ଟ

ଦେବଭୂମି ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଛି। ଶନିବାର ସନ୍ଧ୍ୟାରେ, ତେହରି ଜିଲ୍ଲାର ଜଙ୍ଗଲରେ ଲାଗିଥିବା ନିଆଁ ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗକୁ ଚିନ୍ତିତ କରିଦେଇଛି। ଉତ୍ତରାଖଣ୍ଡର ଜିଲ୍ଲା ମୁଖ୍ୟାଳୟ ସଂଲଗ୍ନ ବୁଡୋଗି ଗାଁ ନିକଟରେ ଏହି ନିଆଁ ଲାଗିଛି।

Read More