ରାମେଶ୍ୱର-ପାରାଦୀପ ପ୍ରକଳ୍ପକୁ ମଞ୍ଜୁରୀ ୮,୩୦୦.୭୯ କୋଟି ଟଙ୍କା ବ୍ୟୟ ଅଟକଳ
ଓଡ଼ିଶା ଉପକୂଳ ରାଜପଥ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ମୋହର। ଏଥିପାଇଁ ୮,୩୦୦.୭୯ କୋଟି ଟଙ୍କା ବ୍ୟୟ ଅଟକଳ ନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ରାଜପଥ ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନିର୍ମାଣ ହେବ। ମୋଟ ୧୬୦.୧୮ କିଲୋମିଟର ବିଶିଷ୍ଟ ରାସ୍ତା ଦୁଇଟି ପ୍ୟାକେଜରେ ନିର୍ମାଣ ହେବ। ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୭୯.୪ କିଲୋମିଟର ୪-ଲେନ୍ ବିଶିଷ୍ଟ ରାସ୍ତା ହେବ।
Read More