ରାୟଗଡ଼ା ରେଳ ମଣ୍ଡଳ କାର୍ଯ୍ୟକ୍ଷମ ପାଇଁ ରୂପରେଖ ଉପକୃତ ହେବେ ୬ ଜିଲ୍ଲାବାସୀ
ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସଂପ୍ରସାରଣ ହେବ ରେଳ ପଥ। ରାୟଗଡ଼ା ରେଳ ମଣ୍ଡଳ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ରେଳପଥ ପକ୍ଷରୁ ରୂପରେଖ ପ୍ରସ୍ତୁତ ହୋଇଛି। ଏହି ନୂତନ ଡିଭିଜନ୍ ଅଧୀନରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, କନ୍ଧମାଳ ଜିଲ୍ଲା ରହିବ।
Read More