୭୦୦ ଫୁଟ ଖାଇକୁ ଖସିଲା ସ୍କୋର୍ପିଓ, ୮ ମୃତ
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଆମ୍ବେନଳୀ ଘାଟିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୋର୍ପିଓ ୭୦୦ ଫୁଟ ଗଭୀର ଖାଇରେ ଖସି ପଡ଼ିଛି। ମହାବଳେଶ୍ୱର ଏବଂ ପୋଲାଡପୁର ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ ସ୍କୋର୍ପିଓରେ ଯାତ୍ରା କରୁଥିବା ଆଠ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି।
Read More