ରାଜ୍ୟ

ତାଜା ଖବରରାଜ୍ୟ

ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ ‘ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵ ଦ୍ଵାରା ପ୍ରଭାବିତ’

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି। ବିଜେପିରେ ଯୋଗ ଦେବା ପରେ ଦେବାଶିଷ ସାମନ୍ତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବରରାଜ୍ୟ

ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ୧୨ ବର୍ଷ ପୂର୍ତ୍ତି ୨୦୧୪ ମେ ୨୬ରେ ପ୍ରଥମ ଥର ନେଇଥିଲେ ଶପଥ | ଦେଶର ବିକାଶରେ ରହିଛି ଅନେକ ଅବଦାନ

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ସଫଳତମ କାର୍ଯ୍ୟକାଳର ୧୨ ବର୍ଷ ପୁରଣ ହୋଇଛି। ବିଜେପିର ବିପୁଳ ବିଜୟ ପରେ ୨୦୧୪ ମସିହା ମେ ମାସ ୨୬ରେ ପ୍ରଥମେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହାପରେ ସେ ୨୦୧୯ରେ ମଧ୍ୟ ବିପୁଳ ସମର୍ଥନ ପାଇ ପ୍ରଧାନମନ୍ତ୍ରୀ ଭାର ଗ୍ରହଣ କରିଥିଲେ। ସେହିଭଳି ୨୦୨୪ରେ ମଧ୍ୟ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ୟୁପିରେ ପୃଥକ ଦୁର୍ଘଟଣା, ୧୦ ମୃତ

ଉତ୍ତରପ୍ରଦେଶର ପୃଥକ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବାବେଳେ ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଔରସ ଅଞ୍ଚଳରେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏକ ଦ୍ରୁତଗାମୀ ସ୍ଲିପର ବସ୍ ଓଲଟି ପଡ଼ିଛି। ଦୁର୍ଘଟଣାରେ ବିହାରର ଜଣେ ପୋଲିସ ଅଧିକାରୀ ଏବଂ ଜଣେ କଏଦୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩୨ ଜଣ ଆହତ ହୋଇଛନ୍ତି। ବସ୍‌ଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାତ୍ରା କରୁଥିଲା।

Read More
ଜାତୀୟରାଜ୍ୟ

ସିଦ୍ଧରମୈୟାଙ୍କ ସହ ହାଇକମାଣ୍ଡଙ୍କ ବୈଠକ

ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ କର୍ଣ୍ଣାଟକର ୪ଟି ଆସନ ଖାଲି ପଡ଼ୁଛି। ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ କଂଗ୍ରେସ ହାଇକମାଣ୍ଡଙ୍କ ମିଳିତରେ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

Read More
ଜାତୀୟତାଜା ଖବରରାଜ୍ୟ

୩ ଏଆଇଏଡିଏମକେ ବିଧାୟକଙ୍କ ଇସ୍ତଫା

ଏଆଇଏଡିଏମକେ କନ୍ଦଳ ଦେଖାଯାଇଛି। ବିଧାନସଭାରୁ ଇସ୍ତଫା ଦେଲେ ୩ ଜଣ ଏଆଇଏଡିଏମକେ ବିଧାୟକ। ଇସ୍ତଫା ପତ୍ର ଗ୍ରହଣ କଲେ ତାମିଲନାଡୁ ବିଧାନସଭା ବାଚସ୍ପତି। ତେବେ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେରେ ସାମିଲ ହୋଇଥିବା ଜଣାପଡ଼ିଛି।

Read More
ଜାତୀୟତାଜା ଖବରରାଜ୍ୟ

୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ :  ଓଡ଼ିଶାର ୪ ଜଣ ସମ୍ମାନିତ , ୨ ପଦ୍ମ ବିଭୂଷଣ, ୬ ପଦ୍ମ ଭୂଷଣ , ୫୮ ପଦ୍ମଶ୍ରୀ

୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ପଦ୍ମ ବିଭୂଷଣ ସମ୍ମାନରେ ୨ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ମରଣୋତ୍ତର ଭାବରେ ଅଭିନେତା ଧର୍ମେନ୍ଦ୍ରଙ୍କୁ ପ୍ରଦାନ କରିଥିବାବେଳେ, ତାଙ୍କ ପତ୍ନୀ ହେମା ମାଳିନୀ ପୁରସ୍କାର ଗ୍ରହଣ କରିଥିଲେ। ବେହେଲିନ୍ ବାଦକ ଏନ. ରାଜମଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା। 

Read More
ତାଜା ଖବରରାଜ୍ୟ

ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି: ଦେବାଶିଷ

 ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି ବୋଲି କହିଛନ୍ତି ରାଜ୍ୟ ସଭା ଦେବାଶିଷ ସାମନ୍ତରାୟ। ବିଜେଡିରୁ ଇସ୍ତଫା ଦେବା ପରେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ଦେବାଶିଷ। ବର୍ଷେ ହେଲାଣି ନବୀନ ବାବୁଙ୍କୁ  ମୋତେ ଦେଖା କରାଇ ଦେଲେ ନାହିଁ।

Read More
ତାଜା ଖବରରାଜ୍ୟ

ବିଜେଡ଼ି ଛାଡ଼ିଲେ ଦେବାଶିଷ – ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଖାଲି ପଡ଼ିବ ଆଉ ଏକ ରାଜ୍ୟସଭା ଆସନ, ଦଳରେ ଅଣଦେଖା

ହେବିୱେଟ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିଜୁ ଜନତା ଦଳରୁ ଆଜି ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ବିଜେଡ଼ି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଦେବାଶିଷ ସାମନ୍ତରାୟ କଟକର ଜଣେ ହେଭି ୱେଟ ବିଜେଡି ନେତା, ଯିଏ ପୂର୍ବରୁ ୩ ଥର ବିଧାୟକ ଏବଂ ସାଂସଦ ହୋଇଛନ୍ତି। ଦେବାଶିଷ ନିଜ ଇସ୍ତଫା ପତ୍ରକୁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଛାଡ଼ିଛନ୍ତି।

Read More
ତାଜା ଖବରରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ଦିଲ୍ଲୀ ଗସ୍ତ

୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଙ୍ଗଠନିକ ମନ୍ତ୍ରୀ ମନସ ମହାନ୍ତି ପ୍ରମୁଖ ଦିଲ୍ଲୀ ଯାଇଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃମନ୍ତ୍ରୀ ଅମିତ, ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ରାଷ୍ଟ୍ରୀୟ ବିଜେପି ସାଙ୍ଗଠନିକ ଅଧ୍ୟକ୍ଷ , ଓଡ଼ିଶା ପ୍ରଭାରୀ ବିଜୟ ପାଲସିଂହ ତୋମାର ପ୍ରମୁଖଙ୍କୁ ଭେଟି ରାଜ୍ୟ ମନ୍ତ୍ରିମଣ୍ଡଳ ସଂମ୍ପ୍ରସାରଣ, ବୋର୍ଡ ନିଗମ, ପଦବୀ ପୂରଣ ଏବଂ ରାଜ୍ୟ ଉନ୍ନୟନ ମୂଳକ କାର୍ଯ୍ୟ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣ ନୀତି ନେଇ ଆଲୋଚନା କରିବେ।

Read More
ଜାତୀୟତାଜା ଖବରରାଜ୍ୟ

ସିଭିୟର ହିଟହ୍ବେଭ: ୩ ଦିନ ବଡ଼ ବିପଦ ପାଣିପାଗ ବିଭାଗର ଆଗୁଆ ସତର୍କ

ରାଜ୍ୟରେ ଦିନକୁ ଦିନ ଅସହ୍ୟ ଗରମ ହେବା ସହ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ। ପଶ୍ଚିମରୁ ଉପକୂଳ ସବୁଠୁ ପ୍ରଚଣ୍ଡ ଲୁ ପ୍ରଭାବିତ ହେଉଥିବାବେଳେ ୩ ଦିନ ବଡ଼ ବିପଦ ରହିଥିବା ସହ ସିଭିୟର ହିଟହ୍ବେଭ ନେଇ ଜାରି କରିଛି ପାଣିପାଗ ବିଭାଗ।

Read More