ଜାତୀୟ

ଜାତୀୟତାଜା ଖବର

ଜଙ୍ଗଲରେ ନିଆଁ ଲଗାଇ ପ୍ରମାଣ ନଷ୍ଟ କଲେ ଦୁର୍ବୃତ୍ତ

ଜଙ୍ଗଲରେ ନିଆଁ ଲଗାଇ ପ୍ରମାଣ ନଷ୍ଟ କରୁଛନ୍ତି ମାଫିଆ। ଗଜପତି କିଚିଲିଙ୍ଗ ସଂରକ୍ଷିତ ଜଙ୍ଗଲରେ ବନ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିବାବେଳେ ସନ୍ଦେହ ଘେରରେ ବନ ବିଭାଗ। ଗଜପତି ଜିଲ୍ଲାର ପ୍ରସିଦ୍ଧ କିଚିଲିଙ୍ଗ ସଂରକ୍ଷିତ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକର ଏକର ବ୍ୟାପୀ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ଶହ ଶହ ମୂଲ୍ୟବାନ ବୃକ୍ଷ ଏବଂ ଜୀବଜନ୍ତୁ ଜଳିପୋଡ଼ି ପାଉଁଶ ହୋଇଯାଇଛନ୍ତି।

Read More
ଜାତୀୟତାଜା ଖବର

ବାଟବଣା ହୋଇଗଲା ମୌସୁମୀ ସାଟେଲାଇଟ ଚିତ୍ରରେ ଦେଖାଯାଉ ନାହିଁ ବାଦଲ ଦେଶରେ ୬୪% ବର୍ଷା ଅଭାବ

ନୂଆଦିଲ୍ଲୀ() ଜୁନ୍ ମାସ ଅଧା ବିତିଗଲାଣି, କିନ୍ତୁ ଭାରତର ଜୀବନରେଖା କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏକ ଚିନ୍ତାଜନକ ଓ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି । ସାଟେଲାଇଟ୍ ଚିତ୍ର ଏବଂ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ତଥ୍ୟ ଅନୁସାରେ, ଦେଶର ଏକ ବଡ଼ ଭାଗରେ ମୌସୁମୀ ହଠାତ୍ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ମହାକାଶରୁ ନିଆଯାଇଥିବା

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

‘ଇଣ୍ଡୋ-ପାସିଫିକ୍ କମାଣ୍ଡ’ ନାମରୁ ‘ଇଣ୍ଡୋ’ ହଟାଇ ଦେଇଛି ଆମେରିକା

‘ଇଣ୍ଡୋ-ପାସିଫିକ୍ କମାଣ୍ଡ’ ନାମରୁ ‘ଇଣ୍ଡୋ’ ହଟାଇ ଦେଇଛି ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ପୂର୍ବରୁ,ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ଏଭଳି ନିଷ୍ପତ୍ତିର ଗଭୀର ଭୂରାଜନୈତିକ ପ୍ରଭାବ ରହିଛି। ମେ’ ୨୦୨୬ ରେ ଶାଙ୍ଗ୍ରି-ଲା ଡାଏଲଗରେ ଆମେରିକାର ଯୁଦ୍ଧ ସଚିବ ପିଟ୍ ହେଗସେଥଙ୍କ ଭାଷଣ ଆମେରିକାର ନୂତନ ବୈଦେଶିକ ଏବଂ ପ୍ରତିରକ୍ଷା ନୀତିର ମୂଳଦୁଆ ପକାଇଥିଲା।

Read More
ଜାତୀୟତାଜା ଖବର

ରାଷ୍ଟ୍ରପତି ଭବନରେ ‘ରଜ’ ଉତ୍ସବ ପାଳିତ ରଜ ଗୀତଠୁ ନେଇ ସମ୍ବଲପୁରୀ ନୃତ୍ୟ ପରିବେଷଣ

ରାଷ୍ଟ୍ରପତି ଭବନ ସ୍ଥିତ କଲଚରାଲ ସେଣ୍ଟରରେ ବଡ଼ ଧୂମଧାମରେ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମରେ ରଜ ଗୀତ, ଓଡ଼ିଶୀ, ଝୁମର ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ଜି-୭ ସମ୍ମିଳନୀରେ ମୋଦିଙ୍କୁ କହିଲେ ମେଲୋନି ‘ଇନଷ୍ଟାଗ୍ରାମ୍ରେ ଆମେ ପ୍ରସିଦ୍ଧ’

ଜି-୭ ସମ୍ମିଳନୀରେ ମୋଦିଙ୍କୁ ମେଲୋନି କହିଛନ୍ତି, ‘ଇନଷ୍ଟାଗ୍ରାମ୍‌ରେ ଆମେ ଏବେ ଖୁବ ପ୍ରସିଦ୍ଧ’। ଫ୍ରାନ୍ସର ଏଭିଆନରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ବନ୍ଧୁତା ପୁଣି ଥରେ ଚର୍ଚ୍ଚାରେ ରହିଛି। ଏକ ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମେଲୋନି ପରସ୍ପରକୁ ଅଭିବାଦନ କରୁଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ସେମାନଙ୍କର ଲୋକପ୍ରିୟତା ବିଷୟରେ ମେଲୋନିଙ୍କୁ ଇଙ୍ଗିତ କରୁଥିବା ଦେଖାଯାଇଛି।

Read More
ଜାତୀୟତାଜା ଖବର

କମିଲା ସୁନା ଦର

ବର୍ତ୍ତମାନ ସୁନା ଓ ରୁପା ଦର ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଆଜି ଖସୁଛି ତ କାଲି ବଢ଼ୁଛି। ସୁନା ଓ ରୁପା ଦରରେ ସ୍ଥିରତା ଦେଖିବାକୁ ମିଳୁ ନାହିଁ। ଯାହାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ପ୍ରକାଶ ପାଇଛି।  ଏବେ ସାଧାରଣ ମଧ୍ୟବିତ୍ତ ପରିବାରରେ ସୁନା କିଣିବା ଏବେ ସାତ ସପନ। କିନ୍ତୁ ବର୍ତ୍ତମାନ ସୁନା ଦରରେ ସାମାନ୍ୟ ଆଶ୍ବସ୍ତ ଆଣିଛି।  ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୧,୧୦୦ ଟଙ୍କା ରହିଛି।

Read More
ଜାତୀୟତାଜା ଖବର

ପାହାଳରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା କରାଯାଇଛି । ଅନନ୍ତପୁର ପେଟ୍ରୋଲ ଟାଙ୍କି ସମ୍ମୁଖ କେନାଲ ବନ୍ଧ ପାଖରେ ପଡ଼ିଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ମୃତଦେହ ନିକଟରେ ପଡ଼ିଛି ଏକ ବାଇକ୍ । ସକାଳୁ ସକାଳୁ ମୃତଦେହ ଦେଖି ପୋଲିସ୍‌କୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକ । କେହି ହତ୍ୟା କରି ପକାଇଥିବା ସନ୍ଦେହ କରାଯାଉଛି ।

Read More
ଜାତୀୟତାଜା ଖବର

ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟ, ମିଠାରେ ବିଷ ଦେଇଥିଲେ ପଡ଼ୋଶୀ

କଟକ ଶିଶୁଭବନ ଆଇସିୟୁରେ ଆଖିବୁଜିଲା ୫ ବର୍ଷର ଶିଶୁ। ୩ ସପ୍ତାହ ଜୀବନ ସହ ଲଢେଇ କରି ଶେଷରେ ଆଖି ବୁଜିଛି ଶିଶୁ। ସାଲେପୁର ବାହାବଳପୁରର ଗୁରୁତର ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

Read More
ଜାତୀୟତାଜା ଖବର

ଆତଙ୍କ ଖେଳାଇଲେ ହାଇୱେ ଲୁଟେରା ମାଛ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ

ରାଜଧାନୀରେ ଆତଙ୍କ ଖେଳାଇଲେ ହାଇୱେ ଲୁଟେରା। ବିଳମ୍ବିତ ରାତିରେ ଯାଆଁଳା ଜାତୀୟ ରାଜପଥରେ ମାଛ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ସେମାନଙ୍କଠୁ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ସହ ସ୍କୁଟି ଲୁଟିନେଲେ। ଲୁଟପାଟ୍ ପରେ ତିନିଜଣ ଲୁଟେରା ଫେରାର ହୋଇଯାଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ବ୍ୟବସାୟୀଙ୍କୁ ଯାଆଁଳା ଫାଣ୍ଡି ପୋଲିସ ଉଦ୍ଧାର କରିଛି।

Read More
ଜାତୀୟତାଜା ଖବର

ପ୍ରଧାମନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତିଖିରି ସରପଞ୍ଚ ଚାମେଲି ଓଝା । ଦୁର୍ବ୍ୟବହାର ଓ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଓଡ଼ିଆରେ ଲେଖିଲେ ଚିଠି । ଚାମେଲି ଚିଠି ଲେଖି ତ୍ୱରିତ ହସ୍ତକ୍ଷେପ ଓ ନ୍ୟାୟ ଦାବି କଲେ ।

Read More